ନୂଆଦିଲ୍ଲୀ: ସିଏଏ ଓ ଏନଆରସି ବିରୋଧୀ ଆନ୍ଦୋଳନରେ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଏନେଇ 6 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛି । ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ନିର୍ଦ୍ଦୟ ଭାବେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରାଯାଇଥିବା ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଥିଲେ ।
ସିଏଏ ଆନ୍ଦୋଳନରେ ଅମାନବିକତା, ୟୁପି ମୁଖ୍ୟ ସଚିବଙ୍କୁ ଏନଏଚଆରସି ନୋଟିସ
ସିଏଏ ଆନ୍ଦୋଳନ ବେଳେ ପୋଲିସର ବର୍ବରତା ନେଇ ଜାତୀୟ ମାନବାଧିକାର କମିଶନ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ।
ସିଏଏ ଆନ୍ଦୋଳନରେ ଅମାନବିକତା, ୟୁପି ମୁଖ୍ୟ ସଚିବଙ୍କୁ ଏନଏଚଆରସି ନୋଟିସ
ନୂଆଦିଲ୍ଲୀ: ସିଏଏ ଓ ଏନଆରସି ବିରୋଧୀ ଆନ୍ଦୋଳନରେ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଏନେଇ 6 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛି । ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ନିର୍ଦ୍ଦୟ ଭାବେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରାଯାଇଥିବା ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଥିଲେ ।
Intro:Body:
Conclusion:
BLANK FOR LINK
Conclusion: