- ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ । ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ।
- ଆଜି ସାରା ଅଯୋଧ୍ୟାରେ ବିଶେଷ କାର୍ଯ୍ୟକ୍ରମ । ଅହୋରାତ୍ର ରାମାୟଣ ପାଠ ।
- ଆଜି ଭୂମି ପୂଜନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କ ଅଯୋଧ୍ୟା ଗସ୍ତ । ସଂଘ ପ୍ରମୁଖ, ୟୁପି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯିବେ ଅଯୋଧ୍ୟା ।
- ଭୂମି ପୂଜନ ମହୋତ୍ସବ ପାଇଁ ସାରା ଦେଶର ମଠ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସବୁଠି ଜଳିବ ଅଖଣ୍ଡ ଦୀପ ।
- ଆଜି ସାରା ଦେଶର ବିଜେପି କାର୍ଯ୍ୟାଳୟ ଗୁଡିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ । କାର୍ଯ୍ୟକର୍ତ୍ତା କରିବେ ସାମୂହିକ ପ୍ରାର୍ଥନା ।
- ଧାରା 370 ଉଛେଦକୁ ଏକ ବର୍ଷ । କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
- ଆଜି ଖୋଲିବ ହୁବଲି ରେଳ ମ୍ୟୁଜିୟମ । ରେଳ ମନ୍ତ୍ରଣାଳୟର ବଡ ପ୍ରସ୍ତୁତି ।
- ଆଜି ଠାରୁ ସାରା ଦେଶରେ ଖୋଲିବ ଜିମ ଓ ଯୋଗ ସେଣ୍ଟର । ଲକଡାଉନ ପାଇଁ ମାର୍ଚ୍ଚ ଶେଷ ସପ୍ତାହରୁ ବନ୍ଦ ଥିଲା ସମସ୍ତ ପ୍ରତିଷ୍ଠାନ ।
- ଆଜି ରାଜ୍ୟରେ କୋରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କରାଇବେ ରାଜ୍ୟବାସୀଙ୍କୁ ଶପଥ ପାଠ ।
- ଆଜି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ପାଟଣାରୁ କେସ ସ୍ଥାନାନ୍ତର ହେବ କି ନାହିଁ ଶୁଣାଣି କରିବେ କୋର୍ଟ ।
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - କ୍ରୀଡା
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...