ETV Bharat / bharat

ମହଙ୍ଗା ହେବ କ୍ଷୀର !

ବଢିପାରେ କ୍ଷୀର ଦର । ଚଳିତ ବର୍ଷ କମ୍ ବୃଷ୍ଟିପାତ କାରଣରୁ ଦୁଗ୍ଧ ଚାଷୀ କ୍ଷତି ସହୁଛନ୍ତି । ତେଣୁ ଆଗକୁ କ୍ଷୀର ଦର ବଢିବା ନେଇ ଚର୍ଚ୍ଚା ହେଉଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 11, 2019, 10:11 PM IST

ନୂଆଦିଲ୍ଲୀ: ଗ୍ରାହକକୁ ପୁଣି ମହଙ୍ଗା ମାଡ । ଖୁବ ଶୀଘ୍ର ବଢିବା ପାରେ କ୍ଷୀର ଦର । ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ଗୁଡିକରେ ଚଳିତ ବର୍ଷ କମ୍ ବୃଷ୍ଟିପାତ କାରଣରୁ ଏଭଳି ସ୍ଥିତି ଉପନ୍ନ ହୋଇଛି । ସାଧାରଣତଃ ବର୍ଷା ଋତୁରେ ଦୁଗ୍ଧ ଉତ୍ପାଦନ ଭଲ ହୋଇଥାଏ । ହେଲେ ଚଳିତ ବର୍ଷ ଅନେକ ରାଜ୍ୟରେ କମ୍ ପରିମାଣରେ ବୃଷ୍ଟିପାତ କାରଣରୁ ଦୁଗ୍ଧ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଛି । ଏହାର ପ୍ରଭାବରେ ଦୁଗ୍ଧ ଦର ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ବର୍ଷା କମ୍ ହେବା କାରଣରୁ ଦୁଗ୍ଧ ଚାଷୀମାନେ ଗୋପାଳନ ପାଇଁ ଅଧିକ ଖର୍ଚ୍ଚାନ୍ତ ସହୁଛନ୍ତି । ତେଣୁ ସେମାନେ କ୍ଷୀର ଦର ବୃଦ୍ଧି କରୁଛନ୍ତି । ଯାହା ଫଳରେ ଚାଷୀଙ୍କ ଠାରୁ ଦୁଗ୍ଧ ନେଇ ବ୍ୟବସାୟ କରୁଥିବା କମ୍ପାନୀମାନେ ମଧ୍ୟ ଦୁଗ୍ଧ ଜାତ ଦ୍ରବ୍ୟ ଦରର ମୂଲ୍ୟ କରିବାରେ ଲାଗିଛନ୍ତି । ତେବେ ଗତ ମାସରେ ଏକ ପ୍ରତିଷ୍ଠିତ କମ୍ପାନୀ ଦୁଗ୍ଧରେ 2 ଟଙ୍କା ବଢାଇଛି । ତେଣୁ କୃଷକଙ୍କୁ ଲାଭବାନ ପାଇଁ କ୍ଷୀର ଦର ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି ।

Intro:ମାଓ ଦମନ ପାଇଁ ଓଡିଶା ପୋଲିସ ଡିଜି ଙ୍କ ସହ ସିଆରପିଏଫ ଡିଜି ଙ୍କ ବୈଠକ।

ମାଓ ମୁକାବିଲା ପାଇଁ ପ୍ରତ୍ୟକ କ୍ଷତ୍ରରେ ପ୍ରସ୍ତୁତ ରହିଛି ଓଡିଶା ପୋଲିସ ଓ ସିଆରପିଏଫ। ମାଓ ସମ୍ପର୍କିତ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରାଯାଇଛି। ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଉପର3 ଫୋକସ କରାଯିବା। ଆଗକୁ କିଭଳି ଭାବରେ ଓଡିଶା ପୋଲିସ , ବିଏସଏଫ ଓ ସିଆରପିଏଫ ଅଧିକ ମିଳିତ ଭାବରେ ମାଓ ଅପରେସନ କରିବେ।

Body:

ମାଓ ଦମନ ନେଇ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।ରାଜ୍ୟରେ ଏବେ ୧୧ ଜିଲ୍ଲାରେ ୮ ବାଟାଲିୟନ ସିଆରପିଏଫ ମୁତୟନ ହୋଇଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଦିଆଯିବ। ଓଡିଶା ରେ ମାଓବାଦୀ ଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରହିଛି। ଏହା ଛଡା ପୋଲିସ ବିଏସଏଫ ଓ ସିଆରପିଏଫ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଯାହାଦ୍ୱାରା ଅପରେସସନ ସମସ୍ୟାରେ ଏହା ଚାଲେଞ୍ଜ ରହିବ। ଓଡିଶା ରେ ବିଭିନ୍ନ ମାଓ ଅଂଚଳ ଗୁଡିକରେ କାରର୍ଗୋ ଟିମ ମଧ୍ୟ ରହିଛି। ବିଭିନ୍ନ ମାଓ ଅଂଚଳ ଗୁଡିକରେ ପ୍ରାୟ ୩ ଟି ଟିମ କାମ କରୁଛି ବୋଲି କହିଛନ୍ତି ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗର।

ଏହି ବୈଠକ ରେ ସିଆରପିଏଫ ଆଇଜି, ସିଆରପିଏଫ ଡ଼ିଆଇଜି, ଗୁଇନ୍ଧା ନିର୍ଦେଶକ ସୁନୀଲ ରାୟ, ଏଡିଜି ଅପରେସନ ଆରପି କୋଚେ, ଆଇଜି ଗୁଇନ୍ଦା, ଆଇଜି ଏସଆଇଡବ୍ଲୁ ଘନଶ୍ୟାମ ଉପାଧ୍ୟାୟ ଏବଂ ବିଏସଏଫ ର ଉଚ୍ଚ ପଦଧାକରି ଉପସ୍ଥିତ ରହିଥିଲେ ଏହି ବୈଠକରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.