ETV Bharat / bharat

ଲୋକସଭାରେ ଅର୍ଥ ବିଲ୍‌-2020 ପାରିତ - ଲୋକସଭାରେ ଅର୍ଥ ବିଲ୍‌ ପାରିତ

ଲୋକସଭାରେ ପାରିତ ହେଲା ଅର୍ଥ ବିଲ୍‌-2020 । ବିନା ଆଲୋଚନାରେ ଏହାକୁ ଲୋକସଭାରେ ଧ୍ବନୀ ମତରେ ପାରିତ କରାଯାଇଛି ।

Lok Sabha passes Finance Bill
ଲୋକସଭାରେ ଅର୍ଥ ବିଲ୍‌-2020 ପାରିତ
author img

By

Published : Mar 23, 2020, 3:00 PM IST

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ଅର୍ଥ ବିଲ୍‌-2020 । ବିନା ଆଲୋଚନାରେ ଏହାକୁ ଲୋକସଭାରେ ଧ୍ବନୀମତରେ ପାରିତ କରାଯାଇଛି ।

ଅର୍ଥମନ୍ତ୍ରୀ ଲୋକସଭାରେ ଏହି ବିଲ୍‌ ଆଗତ କରିଥିବାବେଳେ ଏହା ଆଲୋଚନା ନହୋଇ ପାରିତ ଧ୍ବନୀମତରେ ପାରିତ ହୋଇଛି । ତେବେ ବିଲ୍‌ ପାରିତ ହେବା ପରେ ଏହାକୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.