ETV Bharat / bharat

ହିରୋ ସାଜିଲା କେତନ, ବଞ୍ଚାଇଲା 12 ଜୀବନ

ବକଙ୍କ ସାହାସିକ କାର୍ଯ୍ୟ ସବୁ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ସାହସିକତା ଯୋଗୁଁ 12 ଜଣଙ୍କ ଜୀବନ ବଞ୍ଚି ପାରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 25, 2019, 6:00 PM IST

ଗୁଜୁରାତ: ସୁରତର ତକ୍ଷଶୀଳା ଅଗ୍ନିକାଣ୍ଡରେ 20 ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିବାବେଳେ ଜଣେ ଯୁବକଙ୍କ ସାହାସିକ କାର୍ଯ୍ୟ ସବୁ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ତାଙ୍କ ନାମ କେତନ । ସାହସିକତା ତାଙ୍କର ଆକାଶକୁ ଛୁଇଁବା ଭଳି । ନିଆଁର ମୁହଁରେ ଛିଡା ହୋଇ ବଞ୍ଚାଇ ପାରିଛନ୍ତି 12 ଜୀବନ ।

ସରଥନା ଅଞ୍ଚଳର ତକ୍ଷଶୀଳା କମ୍ପଲେକ୍ସ ପାଖରେ ଥିବା ଟ୍ରାନ୍ସଫର୍ମରରୁ ଧୂଆଁ ବାହାରିବା ପରେ କମ୍ପଲେକ୍ସରେ ନିଆଁ ଲାଗିଯାଇଥିଲା । ଚତୁର୍ଥ ମହଲାରେ ପିଲାମାନେ କୋଚିଂ କ୍ଲାସରେ ପାଠ ପଢୁଥିଲେ । ସେତେବେଳକୁ ନିଆଁ ଚାରିଆଡେ ବ୍ୟାପି ସାରିଥିଲା ।

ନିଆଁର ମୁହଁରେ ମୃତ୍ୟୁକୁ ସାମ୍ନା କରୁଥିବା ପିଲାମାନେ କିଛି ନଭାବି ଛାତ ଉପରୁ ଡେଇଁବାକୁ ଲାଗିଲେ । ପିଲାଙ୍କୁ ଡେଇଁବାର ଦେଖି କେତନ ଗୋଟିଏ ସିଢି ନେଇ କୋଠାର କାନ୍ଥକୁ ସାହାରା କରି ପିଲାଙ୍କୁ ତଳକୁ ଆଣିବାରେ ସାହାଯ୍ୟ କରିଥିଲା । କେତନଙ୍କ ସାହସିକତା ଯୋଗୁଁ 12 ଜଣଙ୍କ ଜୀବନ ବଞ୍ଚି ପାରିଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.