ETV Bharat / bharat

ରେଳମନ୍ତ୍ରୀଙ୍କ ବଡ ଘୋଷଣା: ଜୁନ 1ରୁ ଦୈନିକ ଚାଲିବ 200 ଟ୍ରେନ, ଖୁବଶୀଘ୍ର ଅନଲାଇନ ବୁକିଂ

ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ରେଲୱେ ଜୁନ୍ 1ତରିଖରୁ ରେଳ ଚଳାଚଳ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ 200 ଟି ଅଣ-ଏସି ଟ୍ରେନ୍ ଚଳାଚଳ କରିବ | ଖୁବଶୀଘ୍ର ଟ୍ରେନର ଅନଲାଇନ୍ ବୁକିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି।

train
train
author img

By

Published : May 20, 2020, 12:30 AM IST

ନୂଆଦିଲ୍ଲୀ: ଲକଡାଉନର ଚତୁର୍ଥ ଚରଣ ଜାରି ରହିଥିବା ବେଳେ ବେଳେ ରେଳମନ୍ତ୍ରୀଙ୍କ ବଡ ଘୋଷଣା । ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ରେଲୱେ ଜୁନ୍ 1 ତାରିଖରୁ ରେଳ ଚଳାଚଳ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ 200 ଟି ଅଣ-ଏସି ଟ୍ରେନ୍ ଚଳାଚଳ କରିବ । ଖୁବଶୀଘ୍ର ଟ୍ରେନର ଅନଲାଇନ୍ ବୁକିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ରେଳ ମନ୍ତ୍ରୀଙ୍କ ବଡ ଘୋଷଣା: ଜୁନ 1ରୁ ଦୈନିକ ଚାଲିବ 200 ଟ୍ରେନ, ଖୁବ ଶୀଘ୍ର ଅନଲାଇନ ବୁକିଂ

ପୀୟୁଷ ଗୋୟଲ ମଙ୍ଗଳବର ସନ୍ଧ୍ୟାରେ ଟ୍ବିଟ କରି କହିଛନ୍ତି ଯେ ଆସନ୍ତା ଜୁନ୍ 1 ତାରିଖରୁ ସାରା ଦେଶରେ 200ଟି ଅଣ-ଏସି (ଦ୍ବିତୀୟ ଶ୍ରେଣୀ )ଟ୍ରେନ୍ ଚଳାଚଳ କରିବ, ଯାହା ଟାଇମ ଟେବୁଲ୍ ଅନୁଯାୟୀ ପରିଚାଳିତ ହେବ । RCTC ର ୱେବସାଇଟ୍ ମାଧ୍ୟମରେ ଏହି ଟ୍ରେନ୍ ଗୁଡିକର ବୁକିଂ ମଧ୍ୟ କରାଯିବ । ଖୁବଶୀଘ୍ର ବୁକିଂ ଦିନ ଘୋଷଣା କରାଯିବ ।

ଏହାସହ ରେଲୱେ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତୀୟ ରେଲୱେ ଦ୍ବାରା ଲଗାତାର ଶ୍ରମିକ ଟ୍ରେନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 16.5 ଲକ୍ଷ କର୍ମଚାରୀଙ୍କୁ ସମୁଦାୟ 1600 ଟ୍ରେନ ମାଧ୍ୟମରେ ସେମାନଙ୍କ ନିଜ ନିଜ ସ୍ଥାନକୁ ପରିବହନ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.