ETV Bharat / bharat

ବିନା ସ୍କ୍ରିନସଟରେ ସେଭ କରିପାରିବେ ହ୍ୱାଟସଆପ ମେସେଜ

ହ୍ୱାଟସଆପରେ ଯଦି ଆପଣ କିଛି ଖାସ ମେସେଜ ସେଭ କରିବା ପାଇଁ ଚାହୁଁଛନ୍ତି ଆଉ ନେବାକୁ ପଡିବନି ସ୍କ୍ରିନସଟ । ନା ସ୍କ୍ରିନସଟରେ ମଧ୍ୟ ଆପଣ ଆପଣଙ୍କ ଜରୁରୀ ମେସେଜ ସେଭ କରି ପାରିବେ । ଆସନ୍ତୁ ଜାଣିବା କେମିତି ହେବ ଆପଣଙ୍କ ମେସେଜ ସେଭ...

ଫାଇଲ ଫଟୋ
author img

By

Published : Jun 17, 2019, 4:39 PM IST

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ଦୁନିଆର ସବୁଠୁ ପପୁଲାର କମ୍ୟୁନିକେସନ ପ୍ଲାଟଫର୍ମ। ଗତବର୍ଷ ଏଫ 8 ଡେଭଲପର କନଫରେନ୍ସରେ କୁହାଯାଇଥିଲା ଯେ, ଦିନକୁ 65 ବିଲିୟନ ମେସେଜ ଲୋକ ପଠାଇଥାନ୍ତି । ଆଉ ଧିରେ ଧିରେ ଏହାର ସଂଖ୍ୟା ବଢୁଛି ।

ତେବେ ହ୍ୱାଟସଆପରେ ଯଦି ଆପଣ କିଛି ଖାସ ମେସେଜ ସେଭ କରି ରଖିବା ପାଇଁ ଚାହାଁନ୍ତି ତେବେ ସାଧାରଣତଃ ସ୍କ୍ରିନସଟ ନେଇଥାନ୍ତି । ହେଲେ ବିନା ସ୍କ୍ରିନସଟରେ ମଧ୍ୟ ଆପଣ ଆପଣଙ୍କ ଜରୁରୀ ମେସେଜ ସେଭ କରି ପାରିବେ ।

ହ୍ୱାଟସଆପ ମେସେଜଂରରେ ରହିଛି ଏହି ଫିଚର । ଯେମିତି କି ଆପଣ ଗ୍ରୁପ ଚାଟ ଏବଂ ପର୍ସନାଲ ଚାର୍ଟରୁ ବୁକମାର୍କ କରି ମେସେଜ ସେଭ କରିପାରିବେ । ପରବର୍ତ୍ତୀ ମୂହୂର୍ତ୍ତରେ ଏହି ମେସେଜ ଆପଣ ଆକସେସ କରି ପାରିବେ । ଏହା ଉଭୟ ଆଣ୍ଡ୍ରୋଏଡ, ଆଇଓଏସ ଏବଂ ୱିନଡୋଜ ଫୋନରେ ଉପଲବ୍ଧ ହେବ ।

ଏଣ୍ଡ୍ରୋଏଡ ୟୁଜର୍ସ ପ୍ରଥମେ ନିଜ ହ୍ୱାଟସଆପ ମେସେଞ୍ଜର ଖୋଲି ଯେଉଁ ଚାଟ ସେଭ କରିବା ପାଇଁ ଚାହୁଁଛନ୍ତି ସେଠାକୁ ଯାଆନ୍ତୁ । ବୁକମାର୍କକୁ ଯାଇ କିଛି ସମୟ ହୋଲ୍ଡ କରି ଧରନ୍ତୁ । ଏହାପରେ ଆପଣଙ୍କ ଫୋନରେ ଏକ ଷ୍ଟାର ଆଇକନ ଆସିବ ଏହାପରେ ଆପଣ ଏହାକୁ ସେଭ କରିନେବେ ।

Slug. ଯୁଗଲଦର୍ଶନ ଶୋଭାଯାତ୍ରା
Format.Pkg.
Reporter.Badsah Jusman Rana..
Date.09.06.19...
Place.Sambalpur..

Anchor..ସମ୍ବଲପୁର ଶୀତଲଷଷ୍ଠୀ ଯାତ୍ରା ର ଦେବ ବିବାହ ପରେ  ଆଜି ଦେବ ଦମ୍ପତି ଙ୍କ ଯୁଗଲଦର୍ଶନ ଶୋଭାଯାତ୍ର ଚାଲିଛି।ସମ୍ବଲପୁର ଗୋଲବଜାର ଛକରେ ଚାଲିଛି ଝାଡୁଆପଡା ,ମୁଦିପଡା ଓ ନନ୍ଦପଡା ର ମିଳିତ ଗ୍ରାଣ୍ଡ ପ୍ରସେସନ।

ଭିଓ-1-- ସମ୍ବଲପୁର ଗୋଲବଜାର ଚକରେ ହୋଇଛି ଦେବ ଦମ୍ପତି ଙ୍କ ଗ୍ରାଣ୍ଡ ପ୍ରସେସନ।ପ୍ରସେସନରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର6 ରୁ 7 ହଜାର କଳାକାର ।ଆଉ ଏହି କଳାକାରଙ୍କ କଳା ର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ଦେବଦମ୍ପତିଙ୍କ ଯୁଗଲଦର୍ଶନ ପାଇଁ ଅସିଥିବା ହଜାର ହଜାର ଲୋକ। ଆଗେ ଆଗେ ଏହି କଳାକାରଙ୍କ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ଅଧୁନିକ ନୃତ୍ୟ ଗୀତ ଚାଲିଥିଲା ଆଉ ପଛରେ ଦେବ ଦାମ୍ପତି ଦିବ୍ୟ ରଥରେ ଅରୁଢ଼ ହୋଇ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଥିଲେ।ପ୍ରଚଣ୍ଡ ଖରା ହେଉଥିଲେ ମଧ୍ୟ ଲୋକଙ୍କ ଗହଳି କାମ ହୋଇନଥିଲା।

ବାଇଟ-1-ସରୋଜ ଦଳପତ,ସଭାପତି, ଝାଡୁଆପଡା ଆରଣ୍ୟକ ଶୀତଲଷଷ୍ଠୀ।।
ବାଇଟ-2- ସୁଶାନ୍ତ ପୁରୋହିତ,ଉପସଭାପତି,ଝାଡୁଆପଡା ଅରଣ୍ୟକ ଶୀତଲଷଷ୍ଠୀ।

ଭିଓ-2--ଶନିବାର ବିଳମ୍ୱିତ ରାତ୍ରିରେ ବାହାରିଥିଲା ଯୁଗଳମୂର୍ତି ଙ୍କ ଶୋଭାଯାତ୍ର ଓ ଆଜି ସକାଳ 5 ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ କିଛି ସମୟ ବିରତି ପରେ ସକାଳ ସାଢେ 10 ଟା ରେ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ର ପ୍ରାୟ ଅପରାହ୍ନ ସାଢ଼େ 3 ଟା ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ର ପ୍ରମୂଖ ଯାତ୍ରା କମିଟି ଯଥା ଝାଡୁଆପଡା, ମୁଦିପଡା ଓ ନନ୍ଦପଡା ର ଯୁଗଳମୂର୍ତି ଶୋଭାଯାତ୍ର ଗୋଳବଜାର ଓ ଆଖପାଖ ରେ ଏକତ୍ର ହୋଇଥାଏ। ଆଜି ସାନ୍ଧ୍ୟ 5 ଟାରୁ ସାଢ଼େ 7 ଟା ମଧ୍ୟରେ ଯୁଗଳ ମୂର୍ତ୍ତି ଙ୍କ ମନ୍ଦିର ପ୍ରବେଶ ହେବ।

ବାଇଟ-3..ରାମ ଚରଣ ମିଶ୍ର, ପ୍ରମୂଖ ସଦସ୍ୟ,ନନ୍ଦପଡା ଯାତ୍ରା କମିଟି।
ବାଇଟ-4-- ସବ୍ୟସାଚୀ ମିଶ୍ର,ପ୍ରମୁଖ ସଦସ୍ୟ,ନନ୍ଦପଡା।

ଫଭିଓ--- ଆଜି ସନ୍ଧ୍ୟରେ ମଙ୍ଗଳ ଆଳତୀ ପରେ ହେବ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ। ଆଉ ଏହା ସହ ଶୀତଲଷଷ୍ଠୀ ଯାତ୍ରା ଶେଷ ହେବ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.