ETV Bharat / bharat

ଆଜିଠୁ ଦେଶରେ 111ଟି କୋରୋନା ଚିହ୍ନଟ କେନ୍ଦ୍ର କାର୍ଯ୍ୟ କରିବ - Health Ministry Pressmeet

କୋରୋନା ଚିହ୍ନଟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆଜିଠୁ 111ଟି ଲ୍ୟାବ କାର୍ଯ୍ୟ କରିବ । ସେହିପରି ସରକାର ଫେସନ କିମ୍ବା ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ କୋରୋନା ପରୀକ୍ଷା କରୁନାହାନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Health Ministry: 111 labs across the country will be functional from today
ଆଜିଠୁ ଦେଶରେ 111ଟି କୋରୋନା ଚିହ୍ନଟ କେନ୍ଦ୍ର କାର୍ଯ୍ୟ କରିବ
author img

By

Published : Mar 21, 2020, 6:58 PM IST

ନୂଆଦିଲ୍ଲୀ: କୋରୋନା ଚିହ୍ନଟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆଜିଠୁ 111ଟି ଲ୍ୟାବ କାର୍ଯ୍ୟ କରିବ । ସେହିପରି ସରକାର ଫେସନ କିମ୍ବା ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ କୋରୋନା ପରୀକ୍ଷା କରୁନାହାନ୍ତି । ଏହା ଅତି ଗୁରୁତ୍ବପୂର୍ଣ୍ଣ ଓ ପ୍ରୋଟୋକଲ ଆଧାରରେ ପରୀକ୍ଷା କରାଯାଉଛି ବୋଲି ଲବ ଅଗ୍ରୱାଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା 7ହଜାର ଲୋକଙ୍କୁ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଛି । ସେହିପରି କେନ୍ଦ୍ର ସରକାର 1 ହଜାର 6 ଶହ ଭାରତୀୟଙ୍କ ସମେତ 1ହଜାର 7 ଶହ ଲୋକଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖି ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ଶନିବାର ରାତିରେ ରୋମରୁ 262 ଜଣ ଯାତ୍ରୀ ଦେଶକୁ ଫେରିବେ । ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.