ETV Bharat / bharat

ଏସ୍‌ଏମଏସ୍‌ରେ ଭୟାବହ ଅଗ୍ନିକାଣ୍ଡ, ବୟସ୍କା ରୋଗୀ ମୃତ

ଜୟପୁର ସ୍ଥିତ ସବାଇ ମାନସିଂହ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଫଳରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ଯ: ଇଟିଭି ବ୍ୟୁରୋ
author img

By

Published : May 10, 2019, 2:14 PM IST

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ସବାଇ ମାନସିଂହ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ଶୁକ୍ରବାର ଦିନ ପ୍ରାୟ ଭୋର 3ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି ।ଏପଟେ 60ରୁ ଉର୍ଦ୍ଧ୍ବ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତିରତ କରାଯାଇଛି।

ତେବେ ଖବର ପାଇ ଘଟଣାସ୍ଥଳରେ 13ଟି ଦମକଳ ଗାଡି ପହଞ୍ଚିଥିଲା । ନିଆଁର ପ୍ରଭାବ ଏତେ ଭୟାବହ ଥିଲା ଯେ, ଆୟତ୍ତକୁ ଆଣିବା ପାଇଁ ଅଗ୍ନିଶମ ବିଭାଗକୁ 3ଘଣ୍ଟା ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସୂଚନାଥାଉକି, ମୃତକ ମହିଳା ଜଣକ ହେଲେ କରୌଲି ବାସିନ୍ଦା ବାଡା ଦେବୀ(60ବର୍ଷ)। ନ୍ୟୁରୋ ସମ୍ବନ୍ଧିତ ରୋଗର ଚିକିତ୍ସା ନିମନ୍ତେ ଏସ୍‌ଏମଏସ୍‌ରେ ଭର୍ତ୍ତି ହୋଇଥିଲେ ।

ତେବେ ନିଆଁ ଗ୍ରାଉଣ୍ଡ ଫ୍ଲୋର୍‌ର ଲାଇଫ୍‌ ଲାଇନ୍‌ ଷ୍ଟୋରରେ ଲାଗିଥିଲା। ପରେ ନିଆଁ 2ୟ ମହଲା ଯାଏଁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ଓ ରୋଗୀଙ୍କ ଡାକ୍ତରୀ ରିପୋର୍ଟ ସବୁ ଜଳିପୋଡି ପାଉଁଶ ହୋଇଯାଇଛି।

() ଫୋନି ବାତ୍ୟା ପରବର୍ତ୍ତୀ ଥଇଥାନ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ର କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ଯେଉଁ କମ୍ପାନୀ ପାଣ୍ଠି ଦାନ କରିବେ ତାହା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ବିଲି ଧରାଯିବ। କମ୍ପାନୀ ରୂଲ 2014ର ସିଏସଆର ପଲିସି ଅନୁସାରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯେକୌଣସି ପଞ୍ଜିକୃତ ସୋସାଇଟିକୁ ଅର୍ଥ ଦେବା ମାନେ ଏହା CSR ପାଣ୍ଠି ବୋଲି ଧରାଯିବ। ବିଶେଷ କରି ବାତ୍ୟା ପରବର୍ତ୍ତୀ ସମୟରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ପାଇଁ ଯେହେତୁ ଅର୍ଥ ବ୍ୟୟ ବରାଦ କରାଯାଇଛି ତେଣୁ ଏହା ସମାଜ ମଙ୍ଗଳ କାର୍ଯ୍ୟ ବୋଲି କୁହାଯିବ। ତେବେ କମ୍ପାନି ବ୍ୟାପାର ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଓଡିଶା ଭଳି ରାଜ୍ୟ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
SRC ଙ୍କ ଫଟୋ ଲାଗିବ। ବାଇଟ ନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.