ETV Bharat / bharat

ପାଣି ପାଇଁ ଗାଈ ବିକିଲେ ଚାଷୀ

ଅତ୍ୟଧିକ ଖରା ଯୋଗୁଁ ଶୁଖିଯାଉଛି ନଈ ନାଳ । ପିଇବା ପାଇଁ ମିଳୁନି ପାଣି । ଆଉ ଗୃହପାଳିତ ପଶୁଙ୍କ ପାଇଁ ମିଳୁନି ଘାସ ନଡା । ତେଣୁ କର୍ଣ୍ଣାଟକର କିିଛି ଚାଷୀ ବିକ୍ରି କରିଛନ୍ତି ଗାଈ ।

ଡିଜାଇନ ଫଟୋ
author img

By

Published : Jun 2, 2019, 2:00 PM IST

ବେଙ୍ଗାଲୁରୁ : ତାତିରେ ଶିଝୁଛି ସାରା ଦେଶ । ଆକାଶରୁ ବର୍ଷୁଛି ନିଆଁ ବର୍ଷା । ଘରୁ ବାହାରକୁ ବାହାରିବା ହୋଇପଡିଛି ଅସମ୍ଭବ । ତେବେ ଏହାକୁ ନେଇ ଚିନ୍ତାରେ ଚାଷୀ । କିନ୍ତୁ ନିଜ ପାଇଁ ନୁହେଁ ବରଂ ନିଜ ଘରେ ପାଳିଥିବା ଗୃହପାଳିତ ପଶୁଙ୍କ ପାଇଁ ।ପାଣି ନଥିବାରୁ ଗାଈ ଗୋରୁଙ୍କୁ କରୁଛନ୍ତି ବିକ୍ରି।

ଏପରି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହୁବଲୀରେ । ଗାଈଗୋରୁଙ୍କୁ ଖାଇବା ପାଇଁ ଦେବାକୁ ନା ଅଛି ଘାସ, ନଡା ନା ମୁନ୍ଦାଏ ପାଣି । ତେଣୁ ଚାଷୀମାନେ ଶେଷରେ ଅନ୍ୟସ୍ଥାନରେ ବିକ୍ରି କରିବା ପାଇଁ ନେଇଥିଲେ ନିଷ୍ପତ୍ତି ।

ତେଣୁ ପାଖ ପଡୋଶୀ ଅଞ୍ଚଳେ ବିକ୍ରି କରିଛନ୍ତି ଅନେକ ଗାଈ । ଏହି ସମସ୍ୟା କେବଳ ହୁବଲୀ ନୁହେଁ, ରାଜ୍ୟର ଅନ୍ୟ ସ୍ଥାନରେ ଲୋକେ ଭୋଗୁଛି ସମାନ ଅସୁବିଧା ।

Intro:Body:

sdfsdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.