ETV Bharat / bharat

ଭୂମିକମ୍ପରେ ଦୋହଲିଲା ଦେବଭୂମି ଚାମୋଲି - ଦୋହଲିଲା ଦେବଭୂମି ଚାମୋଲି

ଭୂମିକମ୍ପରେ ଥରହର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା । ଏହାର ତୀବ୍ରତା ରିକ୍ଟର ସ୍କେଲର 3.2 ମପାଯାଇଛି । ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

earthquake in chamoli district
ଭୂମିକମ୍ପରେ ଦୋହଲିଲା ଦେବଭୂମି ଚାମୋଲି
author img

By

Published : Dec 8, 2019, 11:48 AM IST

ଡେରାଡୁନ: ଭୂମିକମ୍ପରେ ଥରହର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା । ରବିବାର ସକାଳୁ ଏହି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲର 3.2 ମପାଯାଇଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ମୁତାବକ ଭୂମିକମ୍ପ ଭୋର ପ୍ରାୟ 4ଟା 26 ମିନିଟରେ ହୋଇଛି । ଭୂମିକମ୍ପର କେନ୍ଦ୍ର ଜମିରୁ ପ୍ରାୟ 5 କିମି ତଳେ ହୋଇଥିବା ସୂଚନା ମିଳିଛି । ତେବେ ଏଠାରେ ଲୋକଙ୍କୁ ଝଟକା ଅନୁଭୂତ ହେବା ମାତ୍ରେ ସମସ୍ତେ ଘରୁ ବାହାରକୁ ବାହାରିପଡିଥିଲେ । ଗୋଟେ ମାସ ଭିତରେ ତୃତୀୟଥର ପାଇଁ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଛି ।

Intro:Body:

Earthquake

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.