ETV Bharat / bharat

ମୋ ବିରୁଦ୍ଧରେ ଗୁପ୍ତଚର ଲଗାଇଥିଲେ ଓବାମା: ଟ୍ରମ୍ପ

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ସେତେବେଳର ରାଷ୍ଟ୍ରପତି ବାରାକ ଓବାମା ଗୁପ୍ତଚର ଲଗାଇ ମୋ ଉପରେ ନଜର ରଖିଥିଲେ ବୋଲି କହିଛନ୍ତି ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଫାଇଲ ଫଟୋ
author img

By

Published : Nov 23, 2019, 10:31 AM IST

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଓବାମା ଗୁପ୍ତଚର ଲଗାଇ ମୋ ଉପରେ ନଜର ରଖିଥିଲେ ବୋଲି କହିଛନ୍ତି ଟ୍ରମ୍ପ। ଓବାମା ଜଣେ ଷଡ଼ଯନ୍ତ୍ରକାରୀ ବୋଲି ଆକ୍ଷେପ କରିଛନ୍ତି ସେ।

ଗଣମାଧ୍ୟମକୁ ସାକ୍ଷାତକାରରେ ଦେବା ଅବସରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଓବାମା ପ୍ରଶାସନ ମୋ ବିପକ୍ଷରେ ଷଡ଼ଯନ୍ତ୍ର ରଚିଥିଲେ। ସେ ମୋ ଅଭିଯାନ ଉପରେ ନଜର ରଖିବା ପାଇଁ ଗୁପ୍ତଚର ଲଗାଇଥିଲେ। ଯାହା ମୁଁ ବହୁ ପୂର୍ବରୁ କହିଥିଲି। ନିର୍ବାଚନରେ ମୋର ବିଜୟ ହେବ ବୋଲି ଓବାମା ଜାଣିଥିଲେ। କେମିତି ଏହାକୁ ଅଟକା ଯାଇପାରିବ ସେନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଷଡଯନ୍ତ୍ର ରଚିଥିଲେ।

ଓବାମା ଜଣେ ଅଯୋଗ୍ୟ ରାଷ୍ଟ୍ରପତି ଥିଲେ। କ୍ଷମତାରେ ଥିବା ବେଳେ କୋଟି କୋଟି ଡଲାର ଅର୍ଥ ଖର୍ଚ୍ଚ କରିଥିବା ନେଇ ଟ୍ରମ୍ପ କଟାକ୍ଷ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.