ETV Bharat / bharat

କଂଗ୍ରେସ ନେତା ପିସି ଶର୍ମାଙ୍କୁ କୋରୋନା

କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପିସି ଶର୍ମା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

_corona
କଂଗ୍ରେସ ନେତା ପିସି ଶର୍ମା କୋରୋନା ଆକ୍ରାନ୍ତ
author img

By

Published : Aug 1, 2020, 10:45 AM IST

ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହା ମଧ୍ୟରେ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପିସି ଶର୍ମା ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ତାଙ୍କ ରିପୋର୍ଟ ଗତ ଶୁକ୍ରବାର ସନ୍ଧ୍ୟାରେ ପଜେଟିଭ ଆସିଛି । ରିପୋର୍ଟ ପଜେଟିଭ ଆସିବା ପରେ ପିସି ଶର୍ମାଙ୍କୁ ଚିରାୟୁ ହସ୍ପିଟାଲର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପିସି ଶର୍ମା ତାଙ୍କ ବାସଭବନରେ ମିଡିଆ କର୍ମଚାରୀଙ୍କୁ ଭେଟିଥିଲେ। ଏଥିସହ ସେ ନିଜ ଅଞ୍ଚଳର ଲୋକଙ୍କୁ ମଧ୍ୟ ଭେଟିଥିଲେ । ଏହାଛଡା ଗତ ଦୁଇ ଦିନ ପୂର୍ବେ ସେ ଗ୍ୱାଲିୟର ଗସ୍ତରେ ଥିଲେ।

ଏଣୁ ସେ ଯେଉଁମାନଙ୍କୁ ଭେଟିଛନ୍ତି ସେମାନଙ୍କୁ କୋରୋନା ପରୀକ୍ଷା କରିବା ସହ ସେଲ୍ଫ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.