ETV Bharat / bharat

ରାମ୍ପରେ ଚାଲିଲେ ଗୃହପାଳିତ ପଶୁ, ଜାଣନ୍ତୁ କେଉଁଠି...

author img

By

Published : Feb 3, 2020, 4:50 PM IST

ଆୟୋଜିତ ହୋଇଯାଇଛି ଗୃହପାଳିତ ପଶୁଙ୍କ ଫ୍ୟାସନ ସୋ। ଏଥିରେ ବିଭିନ୍ନ ରଙ୍ଗ ବେରଙ୍ଗ ପୋଷାକରେ ସଜେଇ ହୋଇ ପାଳିତ ପଶୁ ରାମ୍ପ ସୋ’ରେ ୱାର୍କ କରିଥିଲେ। ଅଧିକ ପଢନ୍ତୁ...

Pet Fashion Show
ଗୃହ ପାଳିତ ପଶୁଙ୍କ ରାମ୍ପ ସୋ

ଚେନ୍ନାଇ: ପ୍ରଥମ ଥର ପାଇଁ ଚେନ୍ନାଇରେ ଆୟୋଜିତ ହୋଇଯାଇଛି ଗୃହପାଳିତ ପଶୁଙ୍କ ଫେସନ ସୋ। ଏଥିରେ ବିଭିନ୍ନ ପାଳିତ ପଶୁ ରଙ୍ଗ ବେରଙ୍ଗ ପୋଷାକରେ ସଜେଇ ହୋଇ ରାମ୍ପ ସୋ’ରେ ୱାର୍କ କରିଥିଲେ। ଆଜିର ସମ୍ପୂର୍ଣ୍ଣ ଦିନକୁ ପାଳିତ ପଶୁଙ୍କ ପାଇଁ ସର୍ମପିତ ହୋଇଥିବା ବେଳେ ଉପସ୍ଥିତ ଦର୍ଶକେ ଏହାର ମଜା ନେଇଥିଲେ।

ଏଥିରେ ପାଳିତ ପଶୁ ରାଜା, ପୋଲିସ, ସୁପର ହିରୋ ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ। ଅସହାୟ ପଶୁ ଓ ମଣିଷଙ୍କ ଆର୍ଥିକ ସହାୟତା ପାଇଁ ଏଭଳି ସୋ’ ଆୟୋଜିତ ହୋଇଥିଲା ବୋଲି ଆୟୋଜକ ଜେଫ୍ରି ୱାର୍ଡେନ କହିଛନ୍ତି। ପାଳିତ ପଶୁଙ୍କ ପାଇଁ ଆୟୋଜିତ ଏହି ସୋ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

Intro:Body:

VIDEO : Pune guy lost his life in an accident, incident caught on CCTV

Pune (Maharashtra) : A 24 year old guy lost his life on the spot in an accident. While he was traveling on Tilak Road, His bike first collided with an auto and then directly went under a Bus. The incident happened on Sunday afternoon. Incident was captured in CCTV camera.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.