ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଜେପି ମୁଖ୍ୟ ଭାବେ ଚନ୍ଦ୍ରକାନ୍ତ ପାଟିଲ ପୁଣିଥରେ ନିଯୁକ୍ତ ହେଇଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିଭଳି ମଙ୍ଗଳ ପ୍ରଭାତ ଲୋଧା ବିଜେପିର ୟୁନିଟ ସଭାପତି ଭାବରେ କାର୍ଯ୍ୟ କରିବେ । ଏନେଇ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଛନ୍ତି ।
@ANI