ETV Bharat / bharat

ପେଡ୍ ନ୍ୟୁଜ ବିରୋଧରେ 647ଟି ମାମଲା

ସାମାଜିକ ଗଣମାଧ୍ୟମରୁ 909ଟି ପୋଷ୍ଟ ହଟାଇ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ଫେସବୁକ 650ଟି, ଟ୍ବିଟର 220ଟି, ସେୟାରଚାର୍ଟ 31ଟି, ଗୁଗୁଲ 5ଟି ଓ ହ୍ବାଟ୍ସଆପ 3ଟି ପୋଷ୍ଟକୁ ହଟାଇଥିବା ନିର୍ବାଚନ ଆୟୋଗ କହିଛନ୍ତି । ଚଳିତ ନିର୍ବାଚନରେ ପେଡ ନ୍ୟୁଜ ବିରୋଧରେ ମୋଟ 647ଟି ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 19, 2019, 10:00 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରବିବାର ମତଦାନ ସରିଥିବା ବେଳେ ସମସ୍ତ ପର୍ଯ୍ୟାୟ ନିର୍ବାଚନ ସମୟରେ ପେଡ ନ୍ୟୁଜ ବିରୋଧରେ ମୋଟ 647ଟି ମାମଲା ରୁଜୁ ହୋଇଛି । ଏଥି ସହିତ ବିଭିନ୍ନ ସମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ 909ଟି ପୋଷ୍ଟକୁ ହଟାଇ ଦିଆଯାଇଛି ।

ପେଡ୍ ନ୍ୟୁଜ ବିରୋଧରେ ହୋଇଥିବା ମାମଲାରୁ 57ଟି ମାମଲା ଶେଷ ପର୍ଯ୍ୟାୟର ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମରୁ 909ଟି ପୋଷ୍ଟ ହଟାଇ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ଫେସବୁକ 650ଟି, ଟ୍ବିଟର 220ଟି, ସେୟାରଚାର୍ଟ 31ଟି, ଗୁଗୁଲ 5ଟି ଓ ହ୍ବାଟ୍ସଆପ 3ଟି ପୋଷ୍ଟକୁ ହଟାଇଥିବା ନିର୍ବାଚନ ଆୟୋଗ କହିଛନ୍ତି ।

ଫେସବୁକରୁ ହଟାଯାଇଥିବା 650ଟି ପୋଷ୍ଟ ମଧ୍ୟରୁ 482ଟି ରାଜନୈତିକ ପୋଷ୍ଟ ହୋଇଥିବା ବେଳେ 73ଟି ରାଜନୈତୀକ ବିଜ୍ଞାପନ ବୋଲି ଜଣା ପଡିଛି ।

ରାଜ୍ୟରେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ୱାଭାବିକ ହେଉଛି ବ୍ୟାଙ୍କିଙ୍ଗ ସେବା। ପୁରୀରେ 81.8, ଖୋର୍ଦ୍ଧାରେ 97.72, କଟକରେ 98.98 , ଜଗତସିଂହପୁର 96.34, ଗଞ୍ଜାମରେ 99 ପ୍ରତିଶତ ଶାଖା ସ୍ୱାଭାବିକ ହୋଇଛି ବୋଲି ରାଜ୍ୟ ସରକାର ଯୁକ୍ତି ବଢ଼ିଛନ୍ତି। ତେବେ ଲୋକଙ୍କ ସମସ୍ୟା କେତେଦୂର ସମାଧାନ ହୋଇପାରିଛି ତାହା ସବୁଠୁ ବଡ ପ୍ରଶ୍ନ। ଏବେ ବି ଅନେକ ସ୍ଥାନରେ ଇଣ୍ଟରନେଟ କାମ କରୁନି। ରାଜ ଧାନୀ ଭୁବନେଶ୍ୱର ରେ ଅଧାରୁ ଅଧିକ ଏଟିଏମ ଅଚଳ। ଲୋକଙ୍କ ସମସ୍ୟା ସୁଧାରିବା ନାଁ ନେଉନି। ପୁରୀ ଜିଲ୍ଲାରେ 25ଟି ମୋବାଇଲ ଏଟିଏମ କାର୍ଯ୍ୟ କରୁଛି। ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର 12ଟି ଓ ଅନ୍ୟ ବ୍ୟାଙ୍କର 13ଟି ମୋବାଇଲ ଏଟିଏମ  କାମ କରୁଛି। 
ବାଇଟ: ସଞ୍ଜୟ ସିଂ, ଲୋକସମ୍ପର୍କ ସଚିବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.