ETV Bharat / bharat

ଦିଲ୍ଲୀରେ ଖୋଲା ରହିବ 400ଟି ମୋହଲ୍ଲା କ୍ଲିନିକ: କେଜ୍ରିଓ୍ବାଲ - ଦିଲ୍ଲୀରେ ଖୋଲା ରହିବ 400ଟି ମହୋଲ୍ଲା କ୍ଲିନିକ

କେଜ୍ରିଓ୍ବାଲ କହିଛନ୍ତି କୋରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧ ଜିତିହେବ । କେବଳ ଆବଶ୍ୟକ ରହିଛି ସତର୍କ ଓ ସାବଧାନତାର । ଅଧିକ ପଢନ୍ତୁ...

Mohalla clinics will be open in Delhi
ଦିଲ୍ଲୀରେ ଖୋଲା ରହିବ 400ଟି ମୋହଲ୍ଲା କ୍ଲିନିକ: କେଜରୀଓ୍ବାଲ
author img

By

Published : Mar 26, 2020, 11:11 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ମୋହଲ୍ଲା କ୍ଲିନିକୁ ନେଇ ସିଏମ କେଜ୍ରିଓ୍ବାଲ କହିଛନ୍ତିଯେ, ସରକାର ସମସ୍ତ 400ଟି ମୋହଲ୍ଲା କ୍ଲିନିକ ଖୋଲାରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ବାରା ରୋଗୀଙ୍କୁ ସହଜରେ ସମସ୍ତ ପ୍ରକାର ସୁବିଧା ମିଳିପାରିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତିଯେ, ଦିଲ୍ଲୀ ସରକାର ସମୟ ସହିତ ଲଗାତାର ଜନତାଙ୍କ ହିତ ପାଇଁ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଆସିଛନ୍ତି । ଖାଲି ସେତିକି ନୁହେଁ ଏହି କୋରୋନା ଭାଇରସ ସମୟରେ ମଧ୍ୟ ଲୋକମାନଙ୍କର ବେଶ ଭଲ ଭାବେ ଧ୍ୟାନ ରଖାଯାଉଥିବା ସେ କହିଛନ୍ତି । ଲକଡାଉନ ଭଳି ପରିସ୍ଥିତିରେ ଦିଲ୍ଲୀ ସମଗ୍ର ଦେଶ ସାମ୍ନାରେ ଏକ ଆଦର୍ଶ ମଡେଲ ଭାବେ ନିଜକୁ ପ୍ରସ୍ତୁତ କରୁଛି ।

ସୂଚନାମୁତାବକ, ଲକଡାଉନ ଘୋଷଣା ହେବାପରେ ଦିଲ୍ଲୀର ଶତାଧିକ କ୍ଲିନିକ ବନ୍ଦ ହୋଇଯାଇଛି । ଯାହାଦ୍ବାରା ଅନେକ ଅସୁବିଧା ଭୋଗୁଛନ୍ତି ରୋଗୀମାନେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୋହଲ୍ଲା କ୍ଲିନିକକୁ ଖୋଲାରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.