ETV Bharat / bharat

ଗତ 24 ଘଣ୍ଟାରେ 1.34 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2887 ମୃତ

ଦିନକରେ ଦେଶରୁ ମୋଟ 1 ଲକ୍ଷ 34 ହଜାର 154 ନୂଆ ସଂକ୍ରମିତ ଚିହ୍ନଟ, 2887 ମୃତ । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ପୁଣି 2887 ମୁଣ୍ଡ ନେଲା ମହାମାରୀ

author img

By

Published : Jun 3, 2021, 9:58 AM IST

Updated : Jun 3, 2021, 10:39 AM IST

ନୂଆଦିଲ୍ଲୀ: ଧିରେ ଧିରେ ତଳମୁହାଁ ହେଉଛି କୋରୋନା ଗ୍ରାଫ୍ । ପ୍ରତିଦିନ 4 ଲକ୍ଷ ମୁହାଁ ହୋଇଥିବା ସଂକ୍ରମଣ ଏକ ଲକ୍ଷକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 1 ଲକ୍ଷ 34 ହଜାର 154 ନୂଆ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ 2 ଲକ୍ଷ 11 ହଜାର 449 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ମହାମାରୀ କବଳରୁ 2 ହଜାର 887 ଜୀବନ ଯାଇଛି ।

  • " class="align-text-top noRightClick twitterSection" data="">

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରୁ ମୋଟ 2 କୋଟି 84 ଲକ୍ଷ 41 ହଜାର 986 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 2 କୋଟି 63 ଲକ୍ଷ 90 ହଜାର 584 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 3 ଲକ୍ଷ 37 ହଜାର 989 ଜଣଙ୍କ ଜୀବନ ନେଇଛି କିଲ୍ ଭାଇରସ୍ । ବର୍ତ୍ତମାନ 17 ଲକ୍ଷ 13 ହଜାର 413 ଚିକିତ୍ସାଧୀନ ଅଛନ୍ତି । ତେବେ ଦେଶର ମୋଟ 22 କୋଟି 10 ଲକ୍ଷ 43 ହଜାର 693 ଜଣଙ୍କୁ ଟୀକାକରଣ ସରିଥିବା ସୂଚନା ମିଳିଛି ।

@ANI

Last Updated : Jun 3, 2021, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.