ETV Bharat / photos

21ରେ ଓଲିଉଡର ଚୁଲବୁଲି ନାୟିକା ଭୂମିକା, ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ ଅଭିନୟ ଯାତ୍ରା - ଓଲିଉଡ ଅଭିନେତ୍ରୀ ଭୂମିକା

Bhoomika Dash birthday
ଆସନ୍ତାକାଲି (ଜାନୁଆରୀ ୨୨) 21 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ଭୂମିକା ଦାଶ । ନିଜର ଦମଦାର ଅଭିନୟ ପାଇଁ ସେ ଖୁବ କମ୍ ବୟସରେ ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । 'ଗପ ହେଲେ ବି ସତ' ଓ 'ତୁ ମୋ ଲଭ୍ ଷ୍ଟୋରୀ' ରେ ଅଭିନୟ କରିଛନ୍ତି ।
author img

By ETV Bharat Odisha Team

Published : Jan 21, 2024, 11:24 PM IST

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.