ETV Bharat / state

Every family in this Odisha village gives a soldier to the country!

Every family in the Ambakuduchi village in Odisha gives a soldier to the country. The youngsters in the village have resolved to send one person from each family into the security forces. 15 men have joined the Army so far, more are on the way.

Every family in this Odisha village gives a soldier to the country
author img

By

Published : Nov 4, 2019, 11:36 PM IST

Bhubaneswar: Unlike the many lousy youngsters of the present generation, a village in Odisha is producing individuals resolved to protect their country.

The youngsters of the Ambakuduchi village in the Raghunathpur Panchayat of Balasore district, have resolved to enrol at least one member from every family of their village into the Armed forces.

Fifteen men from the village have joined the forces so far.

Now they are training younger men and women of the village to join the Army.

In order to keep the training process ongoing, at least one among the 15 men who joined the Army is always on a leave.

These fifteen men have become a source of inspiration for other young men and women of the village, especially for those who aspired to move to cities for getting private jobs.

The villagers too support them in every possible way while on the other hand, also run their families.

In return, their children receive training in march past, long jump, high jump, and other exercises required for enrolling in the Army.

This year, three new enrollments have occurred from the village into the defence forces, and the villagers are sure there are many more to join further.

The strong determination of the villagers for sending their sons and daughters into the Army has resulted in them crossing all the hurdles that they encounter on the way.

All the material required for training the youngsters is bought from the money that the villagers contribute.

An application has also been filed with the state government for help to carry forward the training program throughout the district and not just in Ambakuduchi village.

This small village in the state of Odisha where the younger generation dreams of serving their country is an inspiration for the rest of the country.

Read:| MP minister cleans clogged drain, 3 civic staffers suspended

Intro:ଯେବେ ସେନାରେ ଯୋଗଦେବା ପାଇଁ ଯୁବକଙ୍କ ମନରେ ଭୟ ସଂଚାର ହେଉଥିଲା ସେବେ କିଛି ଯୁବକ ନିଜ ଗାଁର ପ୍ରତି ଘରୁ ଜଣେ ଲେଖାଏଁ ଯୁବକ କିମ୍ବା ଯୁବତୀଙ୍କୁ ସେନାରେ ଭର୍ତ୍ତି କରାଇବା ପାଇଁ ନେଇଥିଲେ ଶପଥ। ଭାରତ ମା ର ସେବା କରିବା ପାଇଁ ନିଜ ଗ୍ରାମକୁ ଉତ୍ସର୍ଗ କରି ଯୁବକମାନଙ୍କୁ ପଥଭ୍ରଷ୍ଟ ନ କରାଇ ଦେଶ ପ୍ରେମର ବହ୍ନି ଜଳାଇଥିଲେ କିଛି ସୈନିକ। ନିଜେ ତ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ଅନ୍ୟମାନଙ୍କ ପାଇଁ ମଧ୍ୟ ସାଜିଛନ୍ତି ପ୍ରେରଣାର ଉତ୍ସ। ଯେଉଁ ବୟସରେ ଯୁବକମାନେ ପଥଭ୍ରଷ୍ଟ ହେଉଛନ୍ତି ସେହି ବୟସରେ ସେମାନେ ଦେଶ ପ୍ରେମ ରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳୁଛି। ଯେଉଁଠି ଯୁବତୀମାନେ ପାଉଁଜିର ସ୍ୱପ୍ନ ଛାଡି ହାତରେ ବନ୍ଧୁକ ଧରି ଦେଶର ଶତ୍ରୁଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ସେହିପରି ଗାଁ ହେଉଛି ଆମ୍ବକୁଡୁଚି।

Body:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧିନ ରଘୁନାଥପୁର ପଞ୍ଚାୟତ ର ଆମ୍ବକୁଡୁଚି ଗାଁ। ଯେଉଁଠି ପ୍ରତି ଘରୁ ଜଣେ ଜଣେ ସେନା ଭର୍ତ୍ତି ହେବାପାଇଁ ନେଇଛନ୍ତି ଶପଥ। ଏକ ପ୍ରତିକୂଳ ପରିବେଶକୁ ସାମ୍ନା କରି ଗାଁର 15 ଯୁବକ ସେନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ନିଜ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ସେନାରେ ଭର୍ତ୍ତି କରାଇବା ପାଇଁ ସେମାନଙ୍କୁ ତାଲିମ ଦେଉଛନ୍ତି। ଗ୍ରାମର 570 ପରିବାର ମଧ୍ୟରୁ ଜଣେ ଲେଖାଏଁ ଯୁବକ ଯୁବତୀ ଏବେ ତାଲିମ ନେବା ପାଇଁ ଗାଁ ସ୍କୁଲ ନିକଟରେ ଭୋର 4ଟା ରୁ ଏକଜୁଟ ହୋଇଥାନ୍ତି। ଆର୍ମିରେ ଯେମିତି ତାଲିମ ଦିଆଯାଇଥାଏ ସେମିତି ଏଠାରେ ତାଲିମ ମଧ୍ୟ ଦିଆଯାଇଥାଏ। ଗ୍ରାମର ଯୁବକ ଯୁବତୀଙ୍କୁ ତାଲିମ ଦେବା ପାଇଁ ସେନାରେ ଥିବା 15 ଜଣଙ୍କ ମଧ୍ୟରୁ କେହିନା କେହି ମାସରେ ଥରେ ଛୁଟିରେ ଆସି ତାଲିମ ପ୍ରଦାନ କରିଥାନ୍ତି। ଯେଉଁ 15 ଜଣ ସେନାରେ ଅଛନ୍ତି ସେମାନେ ଗ୍ରାମର ଯୁବକ ଯୁବତୀଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ।
ଖାଲି ସେତିକି ନୁହେଁ ଚାକିରୀ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଥିବା ଆଜିର ଯୁବପିଢି ଙ୍କ ପାଇଁ ଏମାନେ ସାଜିଛନ୍ତି ଉଦାହରଣ। ଦେଶ ମାତୃକାର ସେବା କରିବା ସହିତ ପରିବାର ପ୍ରତିପୋଷଣର ମାଧ୍ୟମକୁ ଆପଣେଇଥିବା ଯୁବକ ଯୁବତୀମାନଙ୍କୁ ଗାଁ ଲୋକ ମଧ୍ୟ ବେଶ ସହଯୋଗ କରନ୍ତି। ଗ୍ରାମର ଯୁବକ ଯୁବତୀଙ୍କୁ କଦମ ତାଲ, ଲଙ୍ଗ ଜଂପ, ହାଇ ଜଂପ, ଡିପ୍ସ, ରୋଫ ରାଇଡିଂ, ଚିଲିଂ ଭଳି ତାଲିମ ଦିଆଯାଉଛି। ସେନା ରେ ଭର୍ତ୍ତି ହେବାପାଇଁ ଯେଉଁସବୁ ତାଲିମ ଆବଶ୍ୟକ ତାହା ଏହି ଯୁବକଯୁବତୀମାନଙ୍କୁ ମିଳୁଛି। ଚଳିତ ବର୍ଷ 3ଜଣ ପିଲା ସେନାରେ ଭର୍ତ୍ତିପାଇଁ ନିଜକୁ ପ୍ରସ୍ତୁତ କରି ସାରିଥିବା ଜଣାପଡିଛି। ପ୍ରତିବର୍ଷ ଗ୍ରାମରୁ ପିଲାମାନେ ସେନା ଭର୍ତ୍ତିପାଇଁ ନିଜକୁ ଦୃଢ଼ ପରିକର କରିଛନ୍ତି।

Conclusion:ତେବେ ଗ୍ରାମର ଯୁବକ ଯୁବତୀମାନଙ୍କ ଏମିତି ଏକ ନିଶା ଓ ଦୃଢ଼ ଇଛାଶକ୍ତି ପାଖରେ କିଛି ଟା ସମସ୍ୟା ରହିଥିବା ଦେଖିବାକୁ ମିଳିଛି। ଗ୍ରାମରେ ସେମାନଙ୍କ ତାଲିମ ପାଇଁ ଉପକରଣର ଆଵଶ୍ୟକତା ଥିବା ବେଳେ ଗାଁ ଲୋକ ଚାନ୍ଦା କରି ସେମାନଙ୍କୁ ଯୋଗାଉଥିବା ଜଣାପଡିଛି। ସେମାନଙ୍କ ର ଏମିତି ଇଛାଶକ୍ତି ଆଗରେ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ବେଶ ପ୍ରେରଣା ପାଉଥିବା ଜଣାପଡିଛି। ଏହିପରି ତାଲିମ କୁ ସେମାନେ ଜିଲ୍ଲା ବ୍ୟାପି ଚଲାଇବା ପାଇଁ କହୁଥିବା ବେଳେ ଏଥିପାଇଁ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି। ସବୁଠୁ ବଡ କଥା ହେଲା ଯେଉଁ ଯୁବତୀମାନେ ସେନାରେ ଭର୍ତ୍ତି ହେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ଏବେ ସବୁ ପରିସ୍ଥିତି କୁ ସାମ୍ନା କରିବାର ସାହସ ଜୁଟାଇ ପାରିଛନ୍ତି। ବାସ୍ତବରେ ଏମାନେ ହିଁ ଏ ସମାଜ ପାଇଁ ଏକ ନୂତନ ପ୍ରେରଣା ଯୋଗାଇ ପାରିଛନ୍ତି।
ବାଇଟ1- ପ୍ରକାଶ କୁମାର ଜେନା(ଟ୍ରେନର ଓ ସେନା ଇଚ୍ଛୁକ ଯୁବକ)
ବାଇଟ2- ବିଷ୍ଣୁପ୍ରିୟା ବାରିକ(ଇଛୁକ ଯୁବତୀ)
ବାଇଟ3- ଜ୍ୟୋତିର୍ମୟ ନନ୍ଦ(ଗ୍ରାମବାସୀ)
ପିଟିସି- ଜୀବନ ଜ୍ୟୋତି ନାୟକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.