ETV Bharat / city

After Article 370 axing, RSS demands UCC, pan-India NRC

Sarkaryavaha (General Secretary) Bhaiyyaji Joshi said NRC should be implemented throughout the nation. Joshi said that it is the responsibility of any government to detect intruders and act accordingly after bringing in requisite legislation.

Bhaiyyaji Joshi demanded NRC to be implemented throughout the nation.
author img

By

Published : Oct 19, 2019, 4:14 AM IST

Bhubaneshwar: National security remained the top focus during the three-day RSS conclave here, apart from focussing on further expansion of the saffron outfit, that has grown manifold since the 2014 poll victory of the BJP.

Bhaiyyaji Joshi demanded NRC to be implemented throughout the nation.

At the conclusion of the Akhil Bharatiya Karyakari Manda, Sarkaryavaha (General Secretary) Bhaiyyaji Joshi set the ball rolling by calling for a nation-wide National Register for Citizenship (NRC).

"NRC should be implemented throughout the nation. It is the responsibility of any government to detect intruders and act accordingly after bringing in requisite legislation. Till date, this has only been tried in Assam. Now, its time to implement it throughout the nation," he said.

NRC has been a raging topic across India, with Home Minister Amit Shah himself expressing intent to bring in the exercise nationwide. During the poll campaign in both Haryana and Maharashtra, many senior BJP leaders including Haryana Chief Minister Manohar Lal Khattar talked about the importance to replicate it throughout India.

In September, an NRC list was published in Assam under the observation of the top court and in keeping with the provisions of the Assam Accord of 1985. Assam has historically seen large-scale agitations demanding to root out Bangladeshis entered and living in the state illegally. Now, a similar narrative has found resonance across India. With the ideological mentor of the ruling party also throwing its weight behind it, the NRC debate has become hotter.

Interestingly, that was not the only issue raised by Joshi. He also espoused for the Universal Civil Code, calling it an "old demand". It has been one of the three core poll promises for the BJP since long. After August 5, when the government abrogated Article 370, one of three core promises stands fulfilled. In this context, RSS's renewed demand for UCC assumes greater significance.

With Article 370 axed, and the Ram Janmabhoomi verdict in close sight, this strong backing for UCC seeks to seal the three core promises of the BJP since its Jan Sangh days.

Also read: Piyush Goyal lauds Nobel-laureate Abhijit Banerjee but says his thinking is 'left-leaning'

Intro:ରାମ ମନ୍ଦିର ସମ୍ବନ୍ଧୀୟ ବିବାଦର ଫଇସଲା ଏବେ ଉଚ୍ଚତମ ନ୍ୟାୟାଳୟରେ ହେଉଅଛି।ଯାହା ହିନ୍ଦୁଙ୍କ ସପକ୍ଷରେ ଆସୁ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଆଶା କରୁଥିବା ପ୍ରକାଶ।ଏହା ସହିତ ନାଗରିକ ମାନଙ୍କ ହିତ ଦୃଷ୍ଟିରୁ ସାରା ଦେଶରେ ଏନଆରସି ଲାଗୁ ହେବା ,ସମାନ ନାଗରିକ ସଂହିତା ପ୍ରଚଳନ ଏବଂ କାଶ୍ମୀର ପଣ୍ଡିତମାନେ ନିଜ ସ୍ଥାନକୁ ଯଥାଶୀଘ୍ର ବାହୁଡ଼ିବା ସହିତ ସୁରକ୍ଷିତ ଭାବରେ ବସବାସ କରିବା ସଙ୍ଘ ଚାହେଁ ବୋଲି କହିଛି।

Body:ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଅଛି।ଏହି ଅବସରରେ ଆୟୋଜିତ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସର କାର୍ଯ୍ୟବାହ ସୁରେଶ ଯୋଶୀ କହିଛନ୍ତି କି ଅଯୋଧ୍ୟାର ହିନ୍ଦୁ ମନ୍ଦିର ବନିବା ଭାରତର ପ୍ରତିଷ୍ଠା ପାଇଁ,ସମସ୍ତ ନାଗରିକଙ୍କ ପ୍ରତିଷ୍ଠା ପାଇଁ ଏକ ମର୍ଯ୍ୟାଦାର ପ୍ରଶ୍ନ।ତେବେ ଏହା ର ଆପୋଷ ସମାଧାନ ପାଇଁ ଅନେକ ପ୍ରଚେଷ୍ଟା ଅତୀତରେ ହୋଇଥିଲା ଏବଂ ଏବେ ମଧ୍ୟ ହେଉଅଛି।ତେବେ ଏହା ତାହା ମାଧ୍ୟମରେ ସମାଧାନ ନ ହେବାରୁ ନ୍ୟାୟାଳୟ କୁ ଗଲା।ଆଉ ଏକ ମାସ ମଧ୍ୟରେ ଏହାର ଫଇସଲା ଆସିବାକୁ ଯାଉଛି।ତେବେ ଏହା ହିନ୍ଦୁମାନଙ୍କ ସପକ୍ଷରେ ଆସୁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଯୋଶୀ ଏହା କହିଛନ୍ତି।
ଆସାମ ରେ ଏନଆରସି ଲାଗୁ ନେଇ ସରକାର ଘୋଷଣା କରିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।ତେବେ ସଙ୍ଘ ମଧ୍ୟ ସାରା ଦେଶରେ ଏହା ଲାଗୁ ହେବା ଚାହେଁ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି।ଯେଉଁମାନେ ଭାରତର ନାଗରିକ ନୁହଁନ୍ତି ସେମାନଙ୍କ ପାଇଁ ସରକାର ପଲିସି ପ୍ରସ୍ତୁତ କରିବା ଦରକାର।କାରଣ ଅନୁପ୍ରେଶକାରୀ ମାନେ ଭାରତୀୟ ନାଗରିକମାନେ ଯେଉଁସବୁ ସୁବିଧା ସରକାରଙ୍କ ଠାରୁ ପାଉଛନ୍ତି ତାହାକୁ ହଡପ କରି ନେଉଛନ୍ତି।ତେଣୁ ଅନୁପ୍ରବେଶ ଚିହ୍ନଟ କରିବା ସହିତ ସରକାରୀ ଯୋଜନାରୁ ସେମାନଙ୍କୁ ବାଦ ଦେବା ନିହାତି ଆବଶ୍ୟକ ଅଟେ।
ସେହିପରି ବଙ୍ଗଳାର ମୁର୍ଶୀଦାବାଦରେ ହିନ୍ଦୁ ପରିବାରର ହତ୍ୟା ଘଟଣା ବହୁତ ଭୟଙ୍କର ଅଟେ। ବଙ୍ଗଳା ଲୋକ ଶାନ୍ତିପ୍ରିୟ ହୋଇଥିବାବେଳେ ସେଠାକାର ସରକାର ନାଗରିକମାନଙ୍କୁ ସୁରକ୍ଷା ଯୋଗାଇଦେବାରେ ବିଫଳ ହୋଇଥିବା କହିଛନ୍ତି।ବିଗତ ଦିନରେ ସାମ୍ୟବାଦୀ ସରକାର ଥିବାବେଳେ ଏହିପରି ଘଟଣା ହେଉଥିଲା ଏବଂ ଏବେର ତୃଣମୂଳ ସରକାର ସମୟରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଚିନ୍ତାଜନକ ବୋଲି କହିଛନ୍ତି।
କାଶ୍ମୀର ରେ 370 ଧାରାର ବିଲୋପ କରିଛନ୍ତି।ଏବେ କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରିଯାଇ ସୁରକ୍ଷିତ ଭାବେ ବସବାସ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।ସେହିପରି ଅଖଣ୍ଡ ଭାରତ ସଙ୍ଘର ସ୍ୱପ୍ନ ଅଟେ ।ଭବିଷ୍ୟତରେ ଏହାର କଣ ସ୍ୱରୂପ ରହିବ ଏବେ କିଛି କହିହେବ ନାହିଁ।ତେବେଏହା ଏବେ ବି ଭାରତୀୟ ସଂସ୍କୃତିସହିତ ଜଡିତ ଥିବା ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ଯୋଶୀ ସଙ୍ଘର ରାଷ୍ଟ୍ରୀୟ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିବା ସହିତ ଏବେ ଅନେକାଂଶରେ ଯୁବକ ସଙ୍ଘ ସହିତ ଜଡିତ ହେବାକୁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି।ସଙ୍ଘ ବିପର୍ଯ୍ୟୟ ସମୟରେ କାର୍ଯ୍ୟ କରୁଥିବାବେଳେ ସେବାକର୍ଯ୍ୟ ଓ ଗ୍ରାମାଞ୍ଚଳ ର ପୁନଃରୁଥାନ ପାଇଁ ବିଶେଷ ଦୃଷ୍ଟି ଦେଉଥିବା ପ୍ରକାଶ କରିଛନ୍ତି।ସାରାଦେଶର ଗ୍ରାମାଞ୍ଚଳରେ 59 ହଜାର ମଣ୍ଡଳ ଖୋଲିବାକୁ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା 30 ହଜାର ମଣ୍ଡଳ କାର୍ଯ୍ୟ କରୁଥିବା କହିଛନ୍ତି।ସେହିପରି ଦେଶରେ ସଙ୍ଘ ଦ୍ୱାରା 20 ହସ୍ପିଟାଲ କାର୍ଯ୍ୟ କରୁଥିବାବେଳେ ଚକ୍ଷୁ ଦାନ ଉପରେ ସଙ୍ଘ ବିଶେଷ କାର୍ଯ୍ୟକ୍ରମ କରୁଥିବା କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.