ଓଡିଶା

odisha

By

Published : Mar 19, 2022, 10:54 PM IST

Updated : Feb 3, 2023, 8:20 PM IST

ETV Bharat / videos

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଚିତ୍ର ଆଙ୍କି ଚର୍ଚ୍ଚାରେ ବାରବାଙ୍କୀର ରବି ଧିମାନ

ଲକ୍ଷ୍ନୌ: ଚର୍ଚ୍ଚାରେ ଉତ୍ତରପ୍ରଦେଶ ବାରବାଙ୍କୀର ରବି ଧିମାନ । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଚିତ୍ର ତିଆରି କରିଛନ୍ତି ସେ । ହେଦରଗଡ ରୋଡସ୍ଥିତ ନନମାଉଁ ଗାଁରେ ରବି ଓ ତାଙ୍କ ସହଯୋଗୀ ଏ ଚିତ୍ରଟିକୁ ତିଆରି କରିବା ପାଇଁ ୧୦ ଦିନ ସମୟ ଲାଗିଥିଲା । ତେବେ ଏଥିରେ ଏ ଚିତ୍ରଟିକୁ ତିଆରି କରିବା ପାଇଁ ସେ କୋଇଲା ଗୁଣ୍ତ, ରଙ୍ଗୋଲି ଓ ଫଗୁର ବ୍ୟବହାର ମଧ୍ୟ କରିଛନ୍ତି । ସମାଜରେ ଭାଇଚାରା ସୃଷ୍ଟି କରିବା ଏ ହେଉଛି ଏକ ନିଆରା ପ୍ରୟାସ ବୋଲି ସେ କହିଛନ୍ତି । ତେବେ ରବି ଦୀର୍ଘ ଦୁଇ ବର୍ଷ ପୂର୍ବ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଆଙ୍କିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details