ଓଡିଶା

odisha

By

Published : Mar 22, 2022, 6:05 PM IST

Updated : Feb 3, 2023, 8:20 PM IST

ETV Bharat / videos

Municipal Poll: ଦିଗପହଣ୍ଡି NAC ପ୍ରଚାର ମୈଦାନରେ ଯୁବନେତା ବିପ୍ଳବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନ୍.ଏ.ସି ରେ ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନରେ ଦଳର ଯୁବ ନେତା ବିପ୍ଳବ ପାତ୍ର । ଚଳିତବର୍ଷ ଦିଗପହଣ୍ଡି ଏନ୍.ଏ.ସି ର ଅଧ୍ୟକ୍ଷ ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ପୂର୍ବତନ ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ । ଦିଗପହଣ୍ଡି ଅଞ୍ଚଳର ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟ ଏବଂ ଆଗାମୀ ଦିନରେ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ବାର୍ତ୍ତା ଦେଇ ସରିଛି ପ୍ରଚାର । ଆଉ କିଛି ସମୟ ମଧ୍ୟରେ ପୌର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଯାଉଥିବା ବେଳେ ଏହି ଅବସରରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details