ଓଡିଶା

odisha

By

Published : Feb 22, 2022, 3:58 PM IST

Updated : Feb 3, 2023, 8:17 PM IST

ETV Bharat / videos

ସୁଗ ପଞ୍ଚାୟତରେ ମତସାବ୍ୟସ୍ତ କରୁଛନ୍ତି ଭୋଟର

ଭଦ୍ରକ: ଆଜି ବାସୁଦେବପୁର ବ୍ଲକରେ ଆରମ୍ଭ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ବାସୁଦେବପୁରର 18 ନମ୍ବର ଜୋନର ସୁଗ ପଞ୍ଚାୟତରେ ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ଭୋଟର । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details