Digital Dialogue: ଭୁବନେଶ୍ବର ହେବ Smart ଓ Vaibrant ସିଟି କହିଲେ ମେୟର ସୁଲୋଚନା ଦାସ - ସୁଲୋଚନା ଦାସ କିଏ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ଭୁବନେଶ୍ବର ଜନସାଧାରଣ ଆଶୀର୍ବାଦ ଓ ବିଜେଡି ନେତା ଓ କର୍ମୀଙ୍କ ପରିଶ୍ରମ ବଳରେ ଆଜି ଏହି ବିଜୟ ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀ ଭିଜନ ମୋର ଭିଜନ। ଭୁବନେଶ୍ବର ମେୟର ଲୋକଙ୍କ ମେୟର ହେବେ। ସମସ୍ତ ୬୭ କର୍ପୋରେଟରଙ୍କ ସହଯୋଗରେ ଭୁବନେଶ୍ବରକୁ ଏକ ସ୍ମାର୍ଟ ଓ vaibrant ସିଟି ଗଢି ତୋଳିବାକୁ ଉଦ୍ୟମ କରିବୁ । ଭୁବନେଶ୍ବର ମହାନଗର ନିଗମ ପାଖକୁ ଲୋକ ଆସିବେ ନାହିଁ । ମହାନଗର ନିଗମ ଲୋକଙ୍କ ପାଖକୁ ଯିବ । ପ୍ରତି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ଭୁବନେଶ୍ବରର ମେୟର ଭାବେ ନିର୍ବାଚିତ ହେବା ପରେ ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଭୁବନେଶ୍ବର ମହାନଗର ନିଗମର ନବ ନିର୍ବାଚିତ ମେୟର ସୁଲୋଚନା ଦାସ। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା
Last Updated : Feb 3, 2023, 8:21 PM IST
TAGGED:
ଲୋକଙ୍କ ପାଖରେ ପହଞ୍ଚିବ ବିଏମସି