Ukraine War: ଜୀବନରକ୍ଷା ପାଇଁ ଘମାଘୋଟ ସଂଘର୍ଷ, ଦେଖନ୍ତୁ ୟୁକ୍ରେନବାସୀଙ୍କ ଦୁଃଖଦ ଚିତ୍ର - Russia-ukraine conflict
ଖାର୍କିଭ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ନିଜ ଘର, ସହର, ଦେଶ ଛାଡି ବର୍ତ୍ତମାନ ସୁଦ୍ଧା 10 ଲକ୍ଷ ଲୋକ ପଡୋଶୀ ଦେଶକୁ ପଳାଇଥିବା କୁହାଯାଉଛି । ଏପରି ସ୍ଥଳେ ଏବେ ସେଠାରେ ଥିବା ବିଦେଶୀ ଛାତ୍ରଛାତ୍ରୀ ଓ ଲୋକଙ୍କ ବଢିବାରେ ଲାଗିଛି ସମସ୍ୟା । ଟ୍ରେନରେ ଚଢିବାକୁ କିଭଳି ସ୍ଥିତି ଉତ୍ପନ୍ନ ହେଉଛି ଦେଖନ୍ତୁ ଦୃଶ୍ୟ
Last Updated : Feb 3, 2023, 8:18 PM IST