ଓଡିଶା

odisha

ETV Bharat / videos

ଧକ୍କା ଦେବାରୁ ସ୍ବିଗି ବୟଙ୍କୁ ଜୋତାରେ ପିଟିଲେ ଯୁବତୀ, ଭିଡିଓ ଭାଇରାଲ - ଜବଲପୁର ଯୁବତୀଙ୍କ ଭିଡିଓ ଭାଇରାଲ

By

Published : Apr 16, 2022, 7:37 AM IST

Updated : Apr 16, 2022, 7:45 AM IST

ଭୋପାଳ: ମଧ୍ୟ ପ୍ରଦେଶର ଓମତି ଥାନା ଅଞ୍ଚଳରେ ଜଣେ ସ୍ବିଗି ବୟଙ୍କୁ ଜୋତାରେ ପିଟିଛନ୍ତି ଜଣେ ଯୁବତୀ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ଫୋନ୍‌ରେ କଥା ହୋଇ ଯିବାବେଳେ ସ୍ବିଗି ବୟ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ । ଏଥିରେ ରାଗି ଯାଇ ଯୁବତୀ ଜଣକ ଯୁବକଙ୍କୁ ଗାଳିଗୁଲଜ କରିବା ସହ ଜୋତାରେ ପିଟିବା ଆରମ୍ଭ କରି ଦେଇଥିଲେ । ଏହି ଘଟଣାକୁ ନେଇ ଛକରେ ଲୋକଙ୍କ ଭିଡ଼ ଜମିଯାଇଥିଲା ।
Last Updated : Apr 16, 2022, 7:45 AM IST

ABOUT THE AUTHOR

...view details