ଓଡିଶା

odisha

ETV Bharat / videos

ବ୍ୟାଡମିଣ୍ଟନ ଖେଳିବାବେଳେ ହୃଦଘାତ, ଯୁବକ ମୃତ - ବ୍ୟାଡମିଣ୍ଟନ ଖେଳିବା ବେଳେ ହଠାତ୍ ହୃଦଘାତରେ ଯୁବକଙ୍କ ମୃତ୍ୟୁ

By

Published : Jun 22, 2022, 9:57 PM IST

ଅମରାବତୀ: ବ୍ୟାଡମିଣ୍ଟନ ଖେଳିବାବେଳେ ହଠାତ୍ ହୃଦଘାତ ହେତୁ ଜଣେ ଯୁବକ ଗଡିପଡିଥିଲେ । ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଘଟିଛି। ପୂର୍ବତନ ଚିଲାକାଲୁରିପେଟ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ମଲେଲା ବୁଚାୟାଙ୍କ ନାତି କିଶୋର ମଙ୍ଗଳବାର ଦିନ ଏକ ଘରୋଇ ସଟଲ କ୍ଲବକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲେ । ସେତେବେଳେ ଏପରି ଦୁର୍ଘଟଣା ଘଟିଥିଲା ।

ABOUT THE AUTHOR

...view details