ଓଡିଶା

odisha

ETV Bharat / videos

କାର୍ଟୁନ ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଯୁବକ - ଭୁବନେଶ୍ବର ଖବର

By

Published : May 12, 2020, 5:01 PM IST

ଭୁବନେଶ୍ବର: ବର୍ତ୍ତମାନ ସାରା ଦେଶ ତଥା ରାଜ୍ୟରେ କୋରୋନା ମହାମାରୀ ପାଇଁ ଲକଡାଉନ ଜାରି ରହିଛି । କାର୍ଟୁନ ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଯୁବକ । ଏମିତି ଏକ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲାର ଶ୍ରୀନିବାସ ମହାଳିକ ନାମକ ଯୁବକ ବିଭିନ୍ନ କୌତୁକିଆ ଚିତ୍ର ଓ କାର୍ଟୁନ ଅଙ୍କନ କରି ଫେସବୁକରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ କୋରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ରହିଛି । ଯାହାକୁ ଲୋକମାନେ ବେଶ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details