ଓଡିଶା

odisha

By

Published : Jul 12, 2022, 10:38 PM IST

ETV Bharat / videos

୫ ବର୍ଷର ଛୁଆକୁ ନିର୍ମମ ଭାବେ ପିଟିଲେ ଶିକ୍ଷୟିତ୍ରୀ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ପାଠ ନ କରିବାରୁ ୫ ବର୍ଷର ଛୁଆକୁ ନିର୍ମମ ଭାବେ ପିଟିଲେ ଶିକ୍ଷୟିତ୍ରୀ । ସେ ପିଲାଟିକୁ ୩୦ ସେକେଣ୍ଡ ଭିତରେ ୧୦ ଚାପୁଡା ମାରିଲେ । ଶିକ୍ଷୟିତ୍ରୀଙ୍କ ଏହି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ଉତ୍ତରପ୍ରଦେଶ ଉନ୍ନାଓର ଏକ ପ୍ରାଥମିକ ବିଦ୍ୟାଳୟର ହୋଇଥିବା ଜଣାପଡିଛି । ସେହିପରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ମଧ୍ୟ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details