ଓଡିଶା

odisha

ETV Bharat / videos

ଫୋନରେ କଥାହୋଇ ଯାଉଥିଲେ, Manholeରେ ଖସିପଡିଲେ ମହିଳା - ମେନହୋଲରେ ଖସିପଡିଲେ ମହିଳା

By

Published : Apr 22, 2022, 9:01 PM IST

ପାଟନା: ବିହାର ରାଜଧାନୀ ପାଟନା ନଗର ନିଗମ କର୍ମଚାରୀଙ୍କ ସାଙ୍ଘାତିକ ଅବହେଳା । ସୌଭାଗ୍ୟ ବଶତଃ ଜଣେ ମହିଳାଙ୍କ ଜୀବନ ଯାଉ, ଯାଉ ବର୍ତ୍ତି ଯାଇଛି । ଜଣେ ମହିଳା ଫୋନରେ କଥା ହୋଇ ଯାଉଥିବା ସମୟରେ ମ୍ୟାନ୍ ହୋଲରେ ପଡି ଯାଇଥିଲେ । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଖବର ଅନୁଯାୟୀ, 3 ଘଣ୍ଟାର ଉଦ୍ୟମ ପରେ ସମ୍ପୃକ୍ତ ମହିଳା ଉଦ୍ଧାର ହୋଇପାରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details