Rajya Sabha: ଟେକ୍ନୋଲୋଜି ବ୍ୟବହାର କରି ମାମଲା ହ୍ରାସ କରିବେ କି ? - ଟେକ୍ନୋଲୋଜିକୁ ବ୍ୟବହାର କରି ମାମଲା ହ୍ରାସ କରିବେ କି
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଳତ, ରାଜ୍ୟ ହାଇକୋର୍ଟ ଓ ନିମ୍ନ କୋର୍ଟ ଗୁଡିକରେ ବିଚାର ପାଇଁ ପଡି ରହିଥିବା ମାମଲା ଗୁଡିକର ତ୍ବରିତ ବିଚାର ଓ ଶୁଣାଣି ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି? ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି ଶୁଣାଣି ପାଇଁ ଥିବା ମାମଲା ଦେଶ ପାଇଁ ବଡ ଆହ୍ବାନ ସୃଷ୍ଟି କରିଛି । ମାମଲାର ତ୍ବରିତ ବିଚାର ପାଇଁ ଇ-କୋର୍ଟ ପ୍ରକଳ୍ପ ଜରିଆରେ ସରକାର କଣ କଣ ପଦକ୍ଷେପ ନେଉଛନ୍ତି ଜାଣିବା ପାଇଁ ଚାହିଁଥିଲେ ସୁଜିତ । ଜବାବରେ ଆଇନ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସପି ସିଂ ବଘେଲ ସରକାର ନେଇଥିବା ଓ ନେଉଥିବା ପଦକ୍ଷେପ ରଖିଥିଲେ । ଦେଖନ୍ତୁ ।