ଓଡିଶା

odisha

ETV Bharat / videos

ପୁଅ ପଦକ ଜିତିବା ପରେ ପରିବାରରେ ଖୁସିର ମାହୋଲ - ଖୁସି ଜାହିର କଲେ ବିକାଶ ଠାକୁରଙ୍କ ପରିବାର

By

Published : Aug 3, 2022, 7:54 PM IST

ଚଣ୍ଡିଗଡ଼: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ପଞ୍ଜାବର ବିକାଶ ଠାକୁର । ଏହାକୁ ନେଇ ପରିବାରରେ ଖୁସିର ମାହୋଲ ରହିଛି । ୯୬ କେଜି ବର୍ଗରେ ଏହି କମାଲ କରି ଦେଖାଇଛନ୍ତି ବିକାଶ । ଲଗାତାର ସେ ୩ ଥର ଏହି ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ୨୦୧୪ ଗ୍ଲାସୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିତିଲେ । ପୁଅର ଏହି ସଫଳତାକୁ ନେଇ ଲୁଧିଆନାସ୍ଥିତ ତାଙ୍କ ପରିବାରବର୍ଗ ଖୁସି ଜାହିର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପଞ୍ଜାବ ପ୍ରତିନିଧି ।

ABOUT THE AUTHOR

...view details