ରାଜଧାନୀରେ ସପ୍ତାହନ୍ତ ସଟଡାଉନ: ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ବର: କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜଧାନୀରେ ଜାରି ରହିଛି ସପ୍ତାହନ୍ତ ସଟଡାଉନ । ସଟଡାଉନ ଯୋଗୁଁ ଭୁବନେଶ୍ବରରେ ପୋଲିସ ପକ୍ଷରୁ ଘନ ଘନ ଚେକିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହା ସହ ଅମାନିଆଙ୍କୁ ମଧ୍ୟ ସାବାଡ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ