ଓଡିଶା

odisha

ETV Bharat / videos

Watch Video: ସୁରତର କନଷ୍ଟେବଳଙ୍କୁ ମରଣାତ୍ମକ ଆକ୍ରମଣ - ସୁରତର କନଷ୍ଟେବଳଙ୍କୁ ମରଣାତ୍ମକ ଆକ୍ରମଣ

By

Published : Jun 16, 2022, 12:36 PM IST

ଗୁଜୁରାଟ: ସୁରତର ଲିମ୍ବାୟତ ଅଞ୍ଚଳରେ ଝଗଡ଼ା ବନ୍ଦ କରିବାକୁ ଯାଇଥିବା ଜଣେ ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରାଯାଇଛି । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଲିମ୍ବାୟତ ପୋଲିସ ଷ୍ଟେସନରେ ଡ୍ୟୁଟିରେ ଥିବା କନଷ୍ଟେବଳ ଭବିନ ସୋଲାଙ୍କି ଜୁନ୍ ୧୧ରେ ପାଟ୍ରୋଲିଂ କରୁଥିଲେ । ସେତେବେଳେ ଦୁଇଜଣ ବ୍ୟକ୍ତି ଲିମ୍ବାୟତ ଶାନ୍ତି ନଗର ନିକଟରେ ପରସ୍ପର ସହ ଯୁକ୍ତିତର୍କ କରୁଥିଲେ। ତେଣୁ ପୋଲିସ କନଷ୍ଟେବଳ ସେଠାରେ ପହଞ୍ଚିଥିବାର ଦେଖି ଉଭୟ ଲୋକଙ୍କୁ ଝଗଡ଼ା ନକରି ଘରକୁ ନଯିବାକୁ କହିଥିଲେ। ଗଣେଶ ନାମକ ଜଣେ ବ୍ୟକ୍ତି ଉତ୍ତେଜିତ ହୋଇ କନଷ୍ଟେବଳଙ୍କୁ ହତ୍ୟା କରିବା ପାଇଁ ଏକ ତୀକ୍ଷ୍ଣ ଅସ୍ତ୍ର ବାହାର କରି କନଷ୍ଟେବଳଙ୍କ ପଛରେ ଦୌଡିଥିଲେ। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details