କଅଁଳ ବୟସରେ ରାମାୟଣ ଜ୍ଞାନରେ ଭରପୁର ଦୁଇ ବାଳକ - ରାମାୟଣ ଜ୍ଞାନରେ ଭରପୁର ଦୁଇ ବାଳକ
🎬 Watch Now: Feature Video
ହାଇଦ୍ରାବାଦ: କଅଁଳ ବୟସରେ ରାମାୟଣକୁ ନେଇ ଅଗାଧ ଜ୍ଞାନ । ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଭାଇ ଓ ତାଙ୍କ ବାପା, ଜେଜେବାପାଙ୍କ ନାମ ଅନର୍ଗଳ କହୁଛନ୍ତି ଦୁଇ ବାଳକ । ଦୁଇ ବାଳକ ଦ୍ବିତୀୟ ଶ୍ରେଣୀର ଛାତ୍ର । ଏହି ବୟସେ ସେମାନ ରାମଚନ୍ଦ୍ରଙ୍କ ପୂର୍ବ ପୁରୁଷଙ୍କ ନାମ କଣ୍ଠସ୍ଥ କରିଛନ୍ତି । ଛତିଶଗଡ଼ର ପରିବହନ କମିଶନର IPS ଦାପାଂଶୁ କାବ୍ରା ଏହି ଭିଡିଓ ଟ୍ବିଟ୍ କରିବା ପରେ ଏହି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।