ଓଡିଶା

odisha

ETV Bharat / videos

ମେସି ଓ ରୋନାଲ୍ଡୋଙ୍କ ପରି ଫୁଟବଲ ଖେଳୁଛି ଗାଈ, ଭିଡିଓ ଭାଇରାଲ - ଗାଈ ଖେଳୁଛି ଫୁଟବଲ

By

Published : Jul 18, 2022, 2:47 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏକ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟି କେଉଁଠୁ ଆସିଛି ତାହା ଜଣାନାହିଁ । ମଣିଷ ଖେଳାଳୀଙ୍କ ଭଳି ଦୌଡିଦୌଡି କିକ ମାରୁଛି । ଭିଡ଼ିରେ ଦେଖିବାକୁ ମିଳିଛି ଯେ ଫୁଲବଲ ଖେଳୁଥିବା କିଛି ଖେଳାଳିଙ୍କ ପାଖରେ ଗାଈ ପହଞ୍ଚିଥିଲା । ଏହାପରେ ସେମାନଙ୍କ ସାଙ୍ଗରେ ଖେଳିବାକୁ ଆରମ୍ଭ କଲା । ଖେଳାଳିଙ୍କଠାରୁ ବଲ ଛଡ଼ାଇ ଦୌଡ଼ିଦୌଡ଼ି କିକ ମାରିବାକୁ ଲାଗିଲା । ଭିଡ଼ଓଟି ବେଶ କୌତୁହଳପୂର୍ଣ୍ଣ ହୋଇଛି ।

ABOUT THE AUTHOR

...view details