ଓଡିଶା

odisha

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ

By

Published : May 27, 2021, 8:55 PM IST

ବାଲେଶ୍ବର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ଵରର ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ବାଲେଶ୍ଵର ସଦର ଓ ବାଲିଆପାଳ ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଆକଳନ କରିଥିଲେ। ଏହାସହ ଲୋକଙ୍କ ସହିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଛନ୍ତି । ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ସହ ମାସ୍କ, ସାବୁନ, ସାନିଟାଇଜର ଓ କମ୍ବଳ/ଚାଦର ବଣ୍ଟନ କରିଥିଲେ ।

ABOUT THE AUTHOR

...view details