ଓଡିଶା

odisha

ETV Bharat / videos

ଦେଶ ଇତିହାସରେ ପ୍ରଥମ, ଲାଲଗଡ ବସ୍ତରର ଚନ୍ଦାମେଟାରେ ଉଡିଲା ତ୍ରିରଙ୍ଗା - ବସ୍ତରରେ ପାଳିତ ହେଲା ସ୍ବାଧୀନତା ଦିବସ

By

Published : Aug 15, 2022, 9:28 PM IST

ରାୟପୁର: ସ୍ବାଧୀନତାର 75 ବର୍ଷ ପରେ ନକ୍ସଲ ଭୟରୁ ମୁକ୍ତ ହୋଇଛି ଛତିଶଗଡର ବସ୍ତର ଅଞ୍ଚଳ । ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ଆଜି ଲାଲବାହିନୀର ଅଭେଦ୍ୟ ଗଡ କୁହାଯାଉଥିବା ବସ୍ତରର ଚାନ୍ଦମେଟା ଗାଁରେ ଉଡିଛି ତ୍ରରଙ୍ଗା । ସେଠାରେ ନକ୍ସଲ ଦମନ ଅଭିଯାନରେ ମୁତୟନ ହୋଇଥିବା ସୁରକ୍ଷା ବଳର ଯବାନଙ୍କ ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଦିନେ ନକ୍ସଲବାଦୀଙ୍କୁ ସିଧାସଳଖ ସମର୍ଥନ କରି ଆସୁଥିବା ସ୍ଥାନୀୟ ଗ୍ରାମବାସୀ । ଏହି ଅବସରରେ ଇଟିଭି ଭାରତର ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିବା ସହ ଗ୍ରାମବାସୀ ଓ ସୁରକ୍ଷା ବଳର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details