କ୍ୟାମେରାରେ କଏଦ... ଘୁର୍ଣ୍ଣିବଳୟ LIVE - ଘୁର୍ଣ୍ଣିବଳୟର LIVE
🎬 Watch Now: Feature Video
ପୁଡୁଚେରୀରେ ଦେଖିବାକୁ ମିଳିଛି ପ୍ରକୃତିର ଭୟାବହ ତାଣ୍ଡବ । କ୍ୟାମେରାରେ କଏଦ ହୋଇଛି ଘୁର୍ଣ୍ଣିବଳୟର ଏହି ଦୃଶ୍ୟ । ଶୁକ୍ରବାର ଦିନ 1 ଟାରେ ପୁଡୁଚେରୀର ଆର୍ଯ୍ୟନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ଦେଖନ୍ତୁ ଭିଡ଼ିଓ..