ତିର୍ତ୍ତୋଲ ଉପନିର୍ବାଚନ: ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ସ୍ବତନ୍ତ୍ର ଆଲୋଚନା - tirtal byelection bjp candidate rajkishor behera speccial interaction with etv bharat
ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି। ନିକଟରେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେପି ରାଜକିଶୋରଙ୍କୁ ପ୍ରାର୍ଥୀ କରାଯିବା ପରେ ଇଟିଭି ଭାରତ ଆମ ପ୍ରତିନିଧିଙ୍କ ସହିତ ସ୍ବତନ୍ତ୍ର ଆଲୋଚନା । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ