ଓଡିଶା

odisha

ETV Bharat / videos

ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ରାସ୍ତା କଡରେ ବୁଲୁଛି ବାଘ, ଦେଖନ୍ତୁ ଭିଡିଓ

By

Published : Nov 8, 2020, 7:39 PM IST

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ଆଲାଗଡଡା ଅଞ୍ଚଳର ଆହୋବିଲାମ ନିକଟସ୍ଥ ନାଲାମାଲାରେ ଏକ ବାଘ ବୁଲୁଥିବା ଦୃଶ୍ୟ । ଏହାକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଓ ଭୟଭୀତ ହୋଇଛନ୍ତି । ସୂଚନାଥାଉକି ଉପର ଆହୋବିଲାମ ରାସ୍ତାରେ ଏକ ବାଘ ଜଙ୍ଗଲରେ ବୁଲୁଥିବା ଲୋକମାନେ ଦେଖିଥିଲେ | ରାସ୍ତା ପାର୍ଶ୍ବରେ ଥିବା ଏକ ଗାଡିରେ କିଛି ଲୋକ ବାଘର ଗତିବିଧିକୁ ଭିଡିଓ କରିଥିଲେ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details