ଓଡିଶା

odisha

ETV Bharat / videos

ମାଡି ଆସୁଛି ବାତ୍ୟା ୟସ, ଫୁଲୁଛି ପାରାଦ୍ବୀପ ବନ୍ଦର - ପାରାଦ୍ବୀପ ବନ୍ଦର

By

Published : May 25, 2021, 9:58 PM IST

ଓଡିଶା ମୁହାଁ ହେଉଛି ୟସ । ଗର୍ଜିଲାଣି ପାରାଦ୍ବୀପ ବନ୍ଦର । ଆଉ ଧିରେ ଧିରେ ବଢିବାରେ ଲାଗିଛି ପବନର ବେଗ । ଆଉ ମାତ୍ର କିଛି ଘଣ୍ଟା ଅନ୍ତରରେ 2 ଶହରୁ ଉର୍ଦ୍ଧ୍ବ ଦୂରରେ ରହିଛି ଏହି ବାତ୍ୟା । ଏନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ABOUT THE AUTHOR

...view details