ଓଡିଶା

odisha

ଏବର୍ଷ ପରେଡରେ 1971 ଯୁଦ୍ଧରେ ଭାରତୀୟ ନୌସେନା ବୀରତ୍ବର ଗାଥା ଦେଖିବ ଦେଶ, ଦେଖନ୍ତୁ ଭିଡିଓ...

By

Published : Jan 23, 2021, 7:57 PM IST

ବିଶାଖାପାଟଣା: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ 1971 ଭାରତ ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ବର ଗାଥା ପ୍ରଦର୍ଶିତ ହେବ । ଏନେଇ ନୌସେନାର ଭାଇସ ଆଡମିରାଲ ଏସଏନ ଘୋରମଡେ ସୂଚନା ଦେଇଛନ୍ତି । 1971 ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ଅଦମ୍ୟ ସାହାସ ସହ ନିଜର ଯୁଦ୍ଧ ନିପୁଣତା ପ୍ରଦର୍ଶିତ କରାଯିବ ।

ABOUT THE AUTHOR

...view details