ଓଡିଶା

odisha

ETV Bharat / videos

ହାଇଦ୍ରାବାଦ ପୁରୁଣା ସିଟିରେ ବନ୍ୟା ପାଣିରେ ଭାସିଗଲେ ଯୁବକ, ଦେଖନ୍ତୁ ଭିଡିଓ...

By

Published : Oct 14, 2020, 2:27 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଲାଗି ରହିଛି ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ହାଇଦ୍ରାବାଦ ସହର । ସହର ବିଭିନ୍ନ ଅଞ୍ଚଳରେ ବନ୍ୟାପାଣିରେ ଉବୁଟୁବୁ ହେଉଛି । ଏକ ସାହିରେ ବନ୍ୟା ପାଣି ପ୍ରବାହିତ ହେଉଥିବାବେଳେ ଜଣେ ବ୍ୟକ୍ତି ବନ୍ୟା ପାଣିର ସୁଅରେ ଭାସି ଯାଉଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details