ଓଡିଶା

odisha

କୋରୋନା ପାଇଁ ସ୍ଥାନାନ୍ତରିତ ହେଲା ହୀରାକୁଦର ମୁଖ୍ୟ ପରିବା ମାର୍କେଟ

By

Published : Apr 12, 2020, 5:49 PM IST

ସମ୍ବଲପୁର : କୋରୋନା ପାଇଁ ସବୁଠି କଟକଣା । ଲକ ଡାଉନ ପରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ସହର ମଧ୍ୟ ଭାଗରେ ଥିବା ମୁଖ୍ୟ ପରିବା ମାର୍କେଟକୁ ସୁବାସ ମଇଦାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଏହି ମଇଦାନରେ ବର୍ତ୍ତମାନ 100 ଛୋଟ ବଡ଼ ବ୍ୟବସାୟୀ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ବ୍ୟବସାୟ କରୁଛନ୍ତି । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ ଯୋଗ୍ୟ ବୋଲି କହିଛନ୍ତି ।

ABOUT THE AUTHOR

...view details