ବାଲୁକା କଳାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା - The Lord's Bahuda Yatra in the Sand Art
ପୁରୀ: ବାହୁଡା଼ ଯାତ୍ରା ଅବସରରେ ବିଶ୍ବ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରିଛନ୍ତି । ବାଲିରେ ମହାପ୍ରଭୁଙ୍କ ତିନୋଟି ରଥ ତିଆରି କରି ବାହୁଡା ଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ