ଓଡିଶା

odisha

By

Published : Jun 11, 2022, 4:27 PM IST

ETV Bharat / videos

ମ୍ୟାଚ ଅପେକ୍ଷାରେ ଜର୍ସି ବ୍ୟବସାୟୀ, ମିଳୁଛି ରୋହିତ ଓ ହାର୍ଦ୍ଦିକଙ୍କ ଟି-ସାର୍ଟ

କଟକ: ରାତି ପାହିଲେ ବାରବାଟିରେ ଭାରତ ବନାମ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ। । ତେବେ ମ୍ୟାଚ ପୂର୍ବରୁ ଖେଳାଳିଙ୍କ ଜର୍ସି, ଟୋପି, ଭାରତୀୟ ପତାକା ବିକ୍ରି ଆରମ୍ଭ ହୋଇଛି । ତେବେ ପ୍ରତି ଜର୍ସିର ଦାମ ୧୫୦ ଟଙ୍କାରୁ ଆରମ୍ଭ କରି ୩୦୦ ପର୍ଯ୍ୟନ୍ତ ରହିଛି । ସବୁ ଖେଳାଳିଙ୍କ ଜର୍ସି ରଖିଛନ୍ତି ବ୍ୟବସାୟୀମାନେ । ତେବେ ଦୁଇ ଦିନ ଧରି ଏହି ବ୍ୟବସାୟ ଆରମ୍ଭ ହୋଇଥିଲାବେଳେ ଏତେଟା ଭଲ ବ୍ୟବସାୟ ହୋଇନଥିବା କହିଛନ୍ତି ବ୍ୟବସାୟୀ ।

ABOUT THE AUTHOR

...view details