ଓଡିଶା

odisha

ETV Bharat / videos

Bilkis Bano Rape Case: ଗୁଜୁରାଟ ସରକାରଙ୍କ ବିରୋଧରେ ବର୍ଷିଲେ KTR - ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ କେଟିଆର

🎬 Watch Now: Feature Video

By

Published : Aug 17, 2022, 7:50 PM IST

ହାଇଦ୍ରାବାଦ: ବର୍ଷ 2002 ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା ଓ ତାଙ୍କ ପରିବାରର 7 ଜଣଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା 11ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ଗୋଧ୍ରା ସବଜେଲରୁ ମୁକ୍ତ କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରେମଶିନ ପିଲିସି ଅନୁସାରେ ସେମାନଙ୍କ ମୁକ୍ତ କରାଯାଇଥିବା କୁହାଯାଇଛି । 2008 ଜାନୁଆରୀ 21ରେ ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟ 11ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଜେଲରୁ ମୁକୁଳିବା ପରେ ପରିବାର ଲୋକଙ୍କ ପାଦଛୁଇଁ ପରସ୍ପର ମିଠା ଖୁଆଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ କେଟିଆର ।

ABOUT THE AUTHOR

...view details