ଓଡିଶା

odisha

ETV Bharat / videos

ବାଲୁକା ଚିତ୍ର କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

By

Published : Oct 16, 2022, 9:43 PM IST

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ୭୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲୁକା ଚିତ୍ର କଳାରେ ଶୁଭେଚ୍ଛା ଜଣାଇଲେ ଛାତ୍ର ଛାତ୍ରୀ । ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀଙ୍କ ଏକ ସୁନ୍ଦର ଚିତ୍ର ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାଜ୍ୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଠାଇ ସ୍ଥାୟୀ ଚାକିରି ବ୍ୟବସ୍ଥା ଭଳି ଐତିହାସିକ ନିଷ୍ପତ୍ତିକୁ ମଧ୍ୟ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି ।

ABOUT THE AUTHOR

...view details